Mana Khali Thila Kali Odia Song Lyrics In Odia Font

ODIA SONG LYRICS

ମନ ଖାଲି ଥିଲା କାଲିି ତୋରି ପାଇଁ


Mana Khali Thila Kali Odia Song Lyrics In Odia Language

ଝିଅ
ମନ ଖାଲି ଥିଲା କାଲିି ତୋରି ପାଇଁ 
ମନ ଖାଲି ଅଛି ଆଜି ତୋରି ପାଇଁ 
ପୁଅ
ତୁ ଯୋଉଠି ମୁ ସେଇଠି
ତୁ ନଥିଲେ ମୁ ନାହିଁ
ଝିଅ
ମନ ଖାଲି ଥିଲା କାଲିି ତୋରି ପାଇଁ 
ପୁଅ
ମନ ଖାଲି ଅଛି ଆଜି ତୋରି ପାଇଁ



ପୁଅ
ଫଗୁଣରେ ଫଗୁ ବୋଳିବାକୁ
ତୋ ଠିକଣା ଖୋଜୁଥିଲି
ବାଟରେ ଦେଖି ତୋ ପାଦ ଚିହ୍ନ
ତୋ ପଛେ ପଛେ ଗଲି
ଝିଅ
ହୋ...କୁହୁଡି ପଛରେ ସିନା 
ଯାଇ ଲୁଚିଥିଲି
ମତେ ପାଇଯିବୁ ବୋଲି 
ମୁଁ କି ଜାଣିଥିଲି
ପୁଅ
ଯାଯାବର ବିଜୁଳୀକୁ 
ଆକାଶ ହିଁ ପାରେ ଛୁଇଁ
ଝିଅ
ମନ ଖାଲି ଥିଲା କାଲିି ତୋରି ପାଇଁ 
ପୁଅ
ମନ ଖାଲି ଅଛି ଆଜି ତୋରି ପାଇଁ



ପୁଅ
ସବୁଜ ପାହାଡ଼ ଅଗଣାରେ
ରୂପାର ଅଳସି ନଈ
କୁଳୁ କୁଳୁ ହେଇ ବହୁଥିଲା
ଏଣେ ତେଣେ ଚାହିଁ ଚାହିଁ
ଝିଅ
ହୋ ସାଗରରେ ମିଶିବାକୁ
ଅମାନିଆ ହେଇ
ଯାଉ ଯାଉ ଅଧା ବାଟେ
ରହିଗଲା କାଇଁ
ପୁଅ
ଅଟକିଲା ବୋଲି ନଈ
ସାଗର ଆସିଲା ଧାଇଁ
ଝିଅ
ମନ ଖାଲି ଥିଲା କାଲିି ତୋରି ପାଇଁ 
ପୁଅ
ମନ ଖାଲି ଅଛି ଆଜି ତୋରି ପାଇଁ


Mana Khali Thila Kali Odia Song Lyrics In Odia Font

Thank You

Comments