Mana Khojuthila Gote Odia Song Lyrics In Odia Language

ODIA SONG LYRICS

ମନ ଖୋଜୁଥିଲା ଗୋଟେ ପ୍ରେମିକା

Mana Khojuthila Gote Premika Odia Song Lyrics In Odia Language


ପୁଅ
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାଇକା
ପ୍ରେମ ହେଲାକି ହାଏ ମତେରେ ଓ...
ଝିଅ
ଫିକା ଫିକା ଥିଲା ଏଇ ଜୀବନ
ରଙ୍ଗ ଭରି ଆଣି ଦେଲୁ ଫଗୁଣ
ପ୍ରେମ ହେଲାକି ହାଏ ମତେରେ ଓ...
ପୁଅ
ଚାହିଁ ଦେଲୁ ମତେ ଯେବେ ତୁ ବୁଲି
ବିନା ଫଗୁଣରେ ଆସିଲା ହୋଲି
ପ୍ରେମ ତ ମାରି ଦେଲାରେ ଓ....
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାଇକା
ପ୍ରେମ ହେଲାକି ହାଏ ମତେରେ ଓ...



ପୁଅ
ଲାଜ ମିଶା ତୋର ତୁନି ଓଠରେ
କହିଗଲୁ କେତେ କଥା
ସବୁ ବୁଝି ଗଲି ସବୁ ମାନି ନେଲି
ପ୍ରେମର ଅକୁହା କଥା
ଓ ଲାଜ ମିଶା ତୋର ତୁନି ଓଠରେ
କହିଗଲୁ କେତେ କଥା
ସବୁ ବୁଝି ଗଲି ସବୁ ମାନି ନେଲି
ପ୍ରେମର ଅକୁହା କଥା
ଝିଅ
ହାତକୁ ମୋ ଯେବେ ଦେଲୁ ତୁ ଧରି
ଲାଗୁଚି ସତେ କି ଯିବି ମୁଁ ମରି
କି ଯାଦୁ କଲୁ କହରେ ଓ...
ପୁଅ 
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାଇକା
ପ୍ରେମ ହେଲାକି ହାଏ ମତେରେ ଓ...



ଝିଅ
ପାଦ ଚିପି ଚିପି ଗଲି ପାଖକୁ
ହେଲା ତୋ ସାଥିରେ ଦେଖା
ମୋ ହାତ ପାପୁଲି ଯେବେ ମୁଁ ଦେଖିଲି
ତୋ ନାଁ ହେଇଚି ଲେଖା
ହୋ ପାଦ ଚିପି ଚିପି ଗଲି ପାଖକୁ
ହେଲା ତୋ ସାଥିରେ ଦେଖା
ମୋ ହାତ ପାପୁଲି ଯେବେ ମୁଁ ଦେଖିଲି
ତୋ ନାଁ ହେଇଚି ଲେଖା
ପୁଅ
ନଜରରେ ମତେ ଦେଲୁ ତୁ ଧରି
ପୃଥିବୀ ଏଇଠି ଗଲାକି ସରି
କି ରଙ୍ଗ ଲାଗି ଗଲାରେ ଓ.....
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାଇକା
ପ୍ରେମ ହେଲାକି ହାଏ ମତେରେ ଓ....
ଝିଅ
ଫିକା ଫିକା ଥିଲା ଏଇ ଜୀବନ
ରଙ୍ଗ ଭରି ଆଣି ଦେଲୁ ଫଗୁଣ
ପ୍ରେମ ହେଲାକି ହାଏ ମତେରେ ଓ....


Mana Khojuthila Gote Premika Odia Song Lyrics In Odia Language


Thank You


Comments