Mana Mora Chahen Priya Odia Song Lyrics In Odia Font

ODIA SONG LYRICS

ମନ ମୋର ଚାହେଁ ପ୍ରିୟା
ତମ କଥା ଶୁଣିବାକୁ

Mana Mora Chahen Priya Odia Song Lyrics In Odia Language


ପୁଅ
ମନ ମୋର ଚାହେଁ ପ୍ରିୟା
ତମ କଥା ଶୁଣିବାକୁ
ତମ କଥା ଶୁଣିବାକୁ
ମନ ମୋର ଚାହେଁ ପ୍ରିୟା
ତମ କଥା ଶୁଣିବାକୁ
ଝିଅ
ମନ ମୋର ଚାହେଁ ସାଥି
ତୁମ ପାଖେ ରହିବାକୁ
ପୁଅ
ହେଲେ ମୋ ସପନ
ସବୁ ଭାଙ୍ଗି ଯାଏ
ଝିଅ
ହେଲେ ମୋ ସପନ
ସବୁ ଭାଙ୍ଗି ଯାଏ
ପୁଅ
ଏମିତି କାହିଁକି ହୁଏ
ଝିଅ
ଏମିତି କାହିଁକି ହୁଏ
ଏମିତି କାହିଁକି ହୁଏ





ଝିଅ
ତୁମ ସାଥେ ବସିବାକୁ ହସିବାକୁ
ମନ ମୋର ଚାହୁଁ ଥାଏ
ପୁଅ
ହୋ ତମ ହାତ ଧରି ବାଟ ଚାଲିବାକୁ
ମନ ମୋର ଚାହୁଁ ଥାଏ
ଝିଅ
ହେଲେ ମୋ ସପନ
ସବୁ ଭାଙ୍ଗି ଯାଏ
ପୁଅ
ହେଲେ ମୋ ସପନ
ସବୁ ଭାଙ୍ଗି ଯାଏ
ଝିଅ
ଏମିତି କାହିଁକି ହୁଏ
ପୁଅ
ଏମିତି କାହିଁକି ହୁଏ
ଏମିତି କାହିଁକି ହୁଏ






ପୁଅ
ତମ ସାଥେ ଜୀବନର ପଥ ସରୁ
ମନ ମୋର ଚାହୁଁ ଥାଏ
ଝିଅ
ଆମ ପ୍ରେମ ଜଗତେ ଅମର ରହୁ
ମନ ମୋର ଚାହୁଁ ଥାଏ
ପୁଅ
ହେଲେ ମୋ ସପନ
ସବୁ ଭାଙ୍ଗି ଯାଏ
ଝିଅ
ହେଲେ ମୋ ସପନ
ସବୁ ଭାଙ୍ଗି ଯାଏ
ପୁଅ
ଏମିତି କାହିଁକି ହୁଏ
ଝିଅ
ଏମିତି କାହିଁକି ହୁଏ
ଏମିତି କାହିଁକି ହୁଏ

ପୁଅ
ମନ ମୋର ଚାହେଁ ପ୍ରିୟା
ତମ କଥା ଶୁଣିବାକୁ
ଝିଅ
ମନ ମୋର ଚାହେଁ ସାଥି
ତୁମ ପାଖେ ରହିବାକୁ
ପୁଅ
ହେଲେ ମୋ ସପନ
ସବୁ ଭାଙ୍ଗି ଯାଏ
ଝିଅ
ହେଲେ ମୋ ସପନ
ସବୁ ଭାଙ୍ଗି ଯାଏ
ପୁଅ
ଏମିତି କାହିଁକି ହୁଏ
ଝିଅ
ଏମିତି କାହିଁକି ହୁଏ
ଏମିତି କାହିଁକି ହୁଏ
ପୁଅ
ଏମିତି କାହିଁକି ହୁଏ
ଏମିତି କାହିଁକି ହୁଏ


Mana Mora Chahen Priya Odia Song Lyrics In Odia Font





Thank You


Comments