Mana Radhe Krushna Hare Odia Song Lyrics In Odia Font

ODIA SONG LYRICS

ମନ ରାଧେ କୃଷ୍ଣ ହରେ ଭଜରେ ତୁ ଭଜରେ

Mana Radhe Krushna Hare Odia Song Lyrics In Odia Language


ମନ ରାଧେ କୃଷ୍ଣ ହରେ
ଭଜରେ ତୁ ଭଜରେ
ମନ ରାଧେ କୃଷ୍ଣ ହରେ
ଭଜରେ ତୁ ଭଜରେ
ମନ ରାଧେ କୃଷ୍ଣ ହରେ
ଭଜରେ ତୁ ଭଜରେ
ନାମ କୁଞ୍ଜରେ ନାଚରେ
ନାଚ ଧୀରେ ଧୀରେ
ନାମ କୁଞ୍ଜରେ ନାଚରେ
ନାଚ ଧୀରେ ଧୀରେ ଧୀରେ
ରାଧେ କୃଷ୍ଣ ହରେ
ଭଜରେ ତୁ ଭଜରେ
ମନ ରାଧେ କୃଷ୍ଣ ହରେ
ଭଜରେ ତୁ ଭଜରେ







ନାମ ମହା ସତ୍ୟ ନାମ ରସାମ୍ବୃତ
ନାମ ମହା ସତ୍ୟ ନାମ ରସାମ୍ବୃତ
ନାମ ରତନ ଗଳା ହାର
ନାମ ରତନ ଗଳା ହାର
ଭଜନ କରରେ ରଟନ କରରେ
ପ୍ରେମ ପବିତ୍ର ଗୀତ ସାର
ପ୍ରଭୁ ପ୍ରେମରେ ନାଚରେ
ନାଚ ଧୀରେ ଧୀରେ
ପ୍ରଭୁ ପ୍ରେମରେ ନାଚରେ
ନାଚ ଧୀରେ ଧୀରେ ଧୀରେ
ରାଧେ କୃଷ୍ଣ ହରେ
ଭଜରେ ତୁ ଭଜରେ
ତୁ ରାଧେ କୃଷ୍ଣ ରାଧେ କୃଷ୍ଣ
ରାଧେ କୃଷ୍ଣ ରାଧେ କୃଷ୍ଣ
ରାଧେ କୃଷ୍ଣ ହରେ
ଭଜରେ ତୁ ଭଜରେ






ନାମ ପରଂବ୍ରହ୍ମ ନାମ ସନାତନ
ନାମ ପରଂବ୍ରହ୍ମ ନାମ ସନାତନ
ନାମ ସୁନ୍ଦର ସଂକୀର୍ତନ
ନାମ ସୁନ୍ଦର ସଂକୀର୍ତନ
ଅସାର ସଂସାରେ କି ଅବା ଅଛିରେ
ନାମ ମୋହନ ଦିବ୍ୟ ଜ୍ଞାନ
ନାମ ମୋହନ ଦିବ୍ୟ ଜ୍ଞାନ
ଜ୍ଞାନା ଲୋକରେ ନାଚରେ
ନାଚ ଧୀରେ ଧୀରେ
ଜ୍ଞାନା ଲୋକରେ ନାଚରେ
ନାଚ ଧୀରେ ଧୀରେ ଧୀରେ
ରାଧେ କୃଷ୍ଣ ହରେ
ଭଜରେ ତୁ ଭଜରେ
ମନ ରାଧେ କୃଷ୍ଣ ରାଧେ କୃଷ୍ଣ
ରାଧେ କୃଷ୍ଣ ରାଧେ କୃଷ୍ଣ
ମନ ରାଧେ କୃଷ୍ଣ ହରେ
ଭଜରେ ତୁ ଭଜରେ
ମନ ରାଧେ କୃଷ୍ଣ ହରେ
ଭଜରେ ତୁ ଭଜରେ
ମନ ରାଧେ କୃଷ୍ଣ ହରେ
ଭଜରେ ତୁ ଭଜରେ


Mana Radhe Krushna Hare Odia Song Lyrics In English Font



Mana Radhe Krushna Hare

Bhajare Tu Bhajare

Mana Radhe Krushna Hare

Bhajare Tu Bhajare

Mana Radhe Krushna Hare

Bhajare Tu Bhajare

Nama Kunjare Nachare

Nacha Dhire Dhire

Nama Kunjare Nachare

Nacha Dhire Dhire Dhire

Radhe Krushna Hare

Bhajare Tu Bhajare

Mana Radhe Krushna Hare

Bhajare Tu Bhajare

Nama Maha Satya Nama Rasambruta

Nama Maha Satya Nama Rasambruta

Nama Ratana Gala Hara

Nama Ratana Gala Hara

Bhajana Karare Ratana Karare

Prema Pabitra Gita Sara

Prabhu Premare Nachare

Nacha Dhire Dhire

Prabhu Premare Nachare

Nacha Dhire Dhire Dhire

Radhe Krushna Hare

Bhajare Tu Bhajare

Tu Radhe Krushna Radhe  Krushna Radhe Krushna Radhe Krushna

Radhe Krushna Hare

Bhajare Tu Bhajare 

Nama Parambramha Nama Sanatana

Nama Parambramha Nama Sanatana

Nama Sundara Sankritana

Nama Sundara Sankritana

Ashara Sansare Ki Aba Achire

Nama Mohana Dibya Gyana

Nama Mohana Dibya Gyana

Gyana Lokare Nachare

Nacha Dhire Dhire Dhire

Radhe Krushna Hare

Bhajare Tu Bhajare

Mana Radhe Krushna Radhe Krushna Radhe Krushna Radhe Krushna

Mana Radhe Krushna

Hare Bhajare Tu Bhajare

Mana Radhe Krushna

Hare Bhajare Tu Bhajare

Mana Radhe Krushna

Hare Bhajare Tu Bhajare






Thank You


Comments