Mu Thili Gelha Pua Odia Song Lyrics In Odia Font

ODIA SONG LYRICS

ମୁଁ ଥିଲି ଗେଲ୍ହା ପୁଅ
ମୋ ଆଖିରେ ଦେଲୁ ଲୁହ

Mu Thili Gelha Pua Odia Song Lyrics In Odia Language



ମୁଁ ଥିଲି ଗେଲ୍ହା ପୁଅ
ମୋ ଆଖିରେ ଦେଲୁ ଲୁହ
ମୁଁ ଥିଲି ରଜା ପୁଅ
ମୋ ଛାତିରେ ଦେଲୁ କୋହ
ସପନ କଲୁ ଚୁନା
ତୋ ବିନା ତୋ ବିନା
ଧନ ବଞ୍ଚି ପାରେନା
ତୋ ବିନା ତୋ ବିନା
ଧନ ବଞ୍ଚି ପାରେନା
ବଞ୍ଚି ପାରେନା





ମାଆର ସ୍ନେହ ମମତା ପାଇ
ବଢି ଥିଲି ଆଦରରେ
ତତେ ଯେବେଠୁ ପାଇଲି ଭଲ
ଦିନ କଟେ ଯନ୍ତ୍ରଣାରେ
ଓ ସବୁ ବନ୍ଧନ ଭୁଲି ମୁଁ ଗଲି
ତୋ ପ୍ରେମ ଟିକିଏ ପାଇଁ
ଦୁରକୁ ନେଇ ଛାଡି ତୁ ଦେଲୁ
ଫେରିବାକୁ ବାଟ ନାହିଁ
ମୁଁ ଥିଲି ଭଲ ପୁଅ
ଭାଙ୍ଗି ଦେଲୁ ମୋ ହୃଦୟ
ହେଲି ମୁଁ ବାଟ ବଣା
ତୋ ବିନା ତୋ ବିନା
ଧନ ବଞ୍ଚି ପାରେନା
ତୋ ବିନା ତୋ ବିନା
ଧନ ବଞ୍ଚି ପାରେନା
ବଞ୍ଚି ପାରେନା







ଭାବି ମୁଁ ଥିଲି ସରଗ ସୁଖ
ମିଳି ଗଲା ତତେ ପାଇ
ମନ ଭାବନା ମିଛ ମୋ ହେଲା
ହସକୁ ଦେଲୁ ଲିଭେଇ
ହୋ ଦୁନିଆ ସାଙ୍ଗେ ଲଢ଼ିଲି ସିନା
ତତେ ମୁଁ ବିଶ୍ୱାସ କରି
ତୋ ଛଳନା ସାଥେ ପାରୁନି ଲଢ଼ି
ପ୍ରତିକ୍ଷଣ ଯାଏ ହାରି
ମୁଁ ଥିଲି ସୁନା ପୁଅ
ହେଲୁ କାଇଁ ତୁ ନିର୍ଦୟ
ମରୁଚି ତୋ ବିନା
ତୋ ବିନା ତୋ ବିନା
ଧନ ବଞ୍ଚି ପାରେନା
ତୋ ବିନା ତୋ ବିନା
ଧନ ବଞ୍ଚି ପାରେନା
ବଞ୍ଚି ପାରେନା.....


Mu Thili Gelha Pua Odia Song Lyrics In Odia Font








Thank You



Comments