prabhu mahabira tume odia song lyrics in odia language

ODIA SONG LYRICS

ପ୍ରଭୁ ମହାବୀର ତୁମେ ବିପଦ ଭଞ୍ଜନ ବୋଲି
ତୁମକୁ ସ୍ମରଣ କଲି

Prabhu Mahabira Tume Odia Song Lyrics In Odia Language

ପ୍ରଭୁ ମହାବୀର ତୁମେ ବିପଦ ଭଞ୍ଜନ ବୋଲି
ତୁମକୁ ସ୍ମରଣ କଲି ତୁମକୁ ସ୍ମରଣ କଲି
ପ୍ରଭୁ ମହାବୀର ତୁମେ ବିପଦ ଭଞ୍ଜନ ବୋଲି
ତୁମକୁ ସ୍ମରଣ କଲି ତୁମକୁ ସ୍ମରଣ କଲି
ଏଇ ଘୋର ବିପଦରେ ଏଇ ଘୋର ବିପଦରେ
ତୁମକୁ ଭରଷା କଲି ତୁମକୁ ଭରଷା କଲି
ତୁମକୁ ଭରଷା କଲି
ପ୍ରଭୁ ମହାବୀର ତୁମେ ବିପଦ ଭଞ୍ଜନ ବୋଲି
ତୁମକୁ ସ୍ମରଣ କଲି ତୁମକୁ ସ୍ମରଣ କଲି



ଲଷ୍ମଣଙ୍କ ଶକ୍ତି ଭେଦ କଥା ଜାଣି
ଆଣି ଦେଇ ଥିଲ ତୁମେ ସଞ୍ଜିବନୀ
ହୋ ସେଇ ସଞ୍ଜିବନୀ ଆଜି ଆଣି ଦିଅ
ନୂଆ ଜୀବନ ଏ ଦୁନିଆକୁ ଦିଅ
ନିରାଶାରେ ଆଶା ତୁମେ ନିରାଶାରେ ଆଶା ତୁମେ
ପ୍ରାଣେ ଭରି ଦିଅ ବୋଲି
ତୁମକୁ ଭରଷା କଲି ତୁମକୁ ଭରଷା କଲି
ପ୍ରଭୁ ମହାବୀର ତୁମେ ବିପଦ ଭଞ୍ଜନ ବୋଲି
ତୁମକୁ ସ୍ମରଣ କଲି ତୁମକୁ ସ୍ମରଣ କଲି



ତୁମ ନାମ ପ୍ରଭୁ ସ୍ମରଣ ଯେ କରେ
ସବୁଭୟ ପରା ଚାଲିଯାଏ ଦୂରେ
ହା...କରୁଛି ଗୁହାରି ତୁମ ନାମ ଭଜି
ଅଜଣା ଭୟରୁ ରକ୍ଷା କର ଆଜି
ଏ ବିପଦେ ତୁମ ପାଦେ
ଏ ବିପଦେ ତୁମ ପାଦେ ଆଜି ମୁଁ ଶରଣ ଗଲି
ତୁମକୁ ସ୍ମରଣ କଲି ତୁମକୁ ସ୍ମରଣ କଲି
ପ୍ରଭୁ ମହାବୀର ତୁମେ ବିପଦ ଭଞ୍ଜନ ବୋଲି
ତୁମକୁ ସ୍ମରଣ କଲି ତୁମକୁ ସ୍ମରଣ କଲି
ଏଇ ଘୋର ବିପଦରେ ଏଇ ଘୋର ବିପଦରେ
ତୁମକୁ ଭରଷା କଲି ତୁମକୁ ଭରଷା କଲି
ତୁମକୁ ଭରଷା କଲି ତୁମକୁ ଭରଷା କଲି
ତୁମକୁ ଭରଷା କଲି

Prabhu Mahabira Tume Odia Song Lyrics In Odia Language

Thank You

Comments