Raba Raba Mere Marhaba Odia Song Lyrics In Odia Font

ODIA SONG LYRICS

ରଵା ରଵା ମେରେ ମରହାବା

ପ୍ରେମ କି ଏଇଠୁ ହେଲା

Raba Raba Mere Marhaba Odia Song Lyrics In Odia Language


Male:-
ସ୍ବପ୍ନ ଥିଲା ଫିକା ଫିକା
କିଏ ସେ କିନିଆ କରିଲା
ଛାଇ ଛାଇ ନିଦ ମୋର
ନାରଙ୍ଗୀ ନାରଙ୍ଗୀ ଦିଶିଲା
କାହିଁକି ଖୋଜେ ତାକୁ ମୁ ଏତେ
ଇଏ କି ନୂଆ ସିଲସିଲା
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା



Female:-
ନୂଆ ମନ ଥିଲା ଶୁଖିଲା ପବନ
କାହା ପାଇଁ ଲାଗେ ଆଜି ରଙ୍ଗ ମେଲଣ
ହୁଁ ନୂଆ ନୂଆ ଥିଲା ସନ୍ଦେହୀ ଶ୍ରାବଣ
କିଏ ଆଣି ଦେଲା ପୁଣି ଖୁସି ଫଗୁଣ
ପଲକ ତଳେ ତା ଛାଇ ଖେଳେ
ହୃଦୟ ଲାଗେ ଝାମେଲା
Male:-
ନିଦରେ ଚାଲେ କାଇଁ ମୁଁ ଏତେ
ଇଏ କି ନୂଆ ସିଲସିଲା
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
Female:-
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା



Male:-
ହଁ ମୁ ଦିଗହରା ବାଆଁରା ଚଢେଇ
ଯିଏ ମତେ ଦେଲା ସତେ ବାଟ କଢେଇ
ମୁ ଆନମନା ଫିରିଙ୍ଗି ବଉଦ
କିଏ ଆସି ଭରିଦେଲା ମିଠା ଶବଦ
Female:-
ଜୀବନ ଆଜି ଲାଗୁଚି କାଇଁ
ରଙ୍ଗଠୁ ଏତେ ରଙ୍ଗିଲା
Male:-
ନିଜଠୁ ହଜେ କାଇଁ ମୁଁ ଆଜି
ଇଏ କି ନୂଆ ସିଲସିଲା
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
Female:-
ହୋ..ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
Male:-
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା


Raba Raba Mere Marhaba Odia Song Lyrics In Odia Font


Thank You


Comments