suna sunalo gurubari odia song lyrics in odia language

ODIA SONG LYRICS

ଶୁଣ ଶୁଣଲୋ ଗୁରୁବାରି
ତୁଟା ଏଡିକି କଳିହୁଡ଼ି

Suna Sunalo Gurubari Odia Song Lyrics In Odia Language

ପୁଅ:-
ଶୁଣ ଶୁଣଲୋ ଗୁରୁବାରି
ତୁଟା ଏଡିକି କଳିହୁଡ଼ି
କାଇଁ ଏତେ ଲୋ ରାଗୁଚୁ
ସକାଳୁ ଉଠି ବୋହୁ ସାଙ୍ଗରେ ଝଗଡା କରୁଚୁ
ସକାଳୁ ଉଠି ବୋହୁ ସାଙ୍ଗରେ ଝଗଡା କରୁଚୁ
ଝିଅ:-
ତମ ଶଶୁର ପଣ ଥାଉ
ବାଛି ଆଣିଚ ଗୋଟେ ବହୁ
ନିତି ନିୟମ ମାନୁନି
ସୋମବାରରେ ଶିବଙ୍କୁ ଗୋଟେ ଫୁଲ ବି ଦଉନି
ସୋମବାରରେ ଶିବଙ୍କୁ ଗୋଟେ ଫୁଲ ବି ଦଉନି



ପୁଅ:-
ନୂଆ ଆସିଚି ଆମ ଘରେ
ସବୁ ଜାଣିବ ଧୀରେ ଧୀରେ
ଏବେ ବିଦେଶ ଛାଡ଼ିଚି
ଓଡ଼ିଆଘର ଘର କରଣା ସିଏ କି ଜାଣିଚି
ଓଡ଼ିଆଘର ଘର କରଣା ସିଏ କି ଜାଣିଚି
ଝିଅ:-
ମତେ ଭଲ ଲାଗୁନି କିଛି
ପୁଅ ଆଣିଚି ବୋହୁ ବାଛି
ମୋର ଭାଗ୍ୟ ତ ପୋଡିଲା
ସୋମବାରରେ ମୋ ଘରେ ଆଜି ଆଇଁଶ ପଶିଲା
ସୋମବାରରେ ମୋ ଘରେ ଆଜି ଆଇଁଶ ପଶିଲା



ପୁଅ:-
ତତେ କହୁଚି ବାର ବାର
ବୋହୁ ବଦଳି ଯିବ ମୋର
ଟିକେ ସମ୍ଭାଳି ରହିଥା
ସଞ୍ଜ ସକାଳେ ପୂଜିବ ଶିବ ଦେଖିବୁ ରହିଥା
ସଞ୍ଜ ସକାଳେ ପୂଜିବ ଶିବ ଦେଖିବୁ ରହିଥା
ଝିଅ:-
ତୁମ ତୁଣ୍ଡ ସୁତୁଣ୍ଡ ହେଉ
ମୋର ବହୁ ଚିନ୍ତା ଟି ଯାଉ
ଭୋଳା ବାବାଙ୍କୁ ଡାକୁଚି
ଆରଡ଼ି ଗଲେ ଘର୍ଷଣ ଦେବି ମନାସୀ କହୁଚି
ଆରଡ଼ି ଗଲେ ଘର୍ଷଣ ଦେବି ମନାସୀ କହୁଚି
ଆରଡ଼ି ଗଲେ ଘର୍ଷଣ ଦେବି ମନାସୀ କହୁଚି
ଆରଡ଼ି ଗଲେ ଘର୍ଷଣ ଦେବି ମନାସୀ କହୁଚି

Suna Sunalo Gurubari Odia Song Lyrics In Odia Language

Thank You

Comments