tame mora dilruba odia song lyrics in odia language

Odia Song Lyrics

ତମେ ମୋର ଦିଲରୁବା ଦିଲ ଜାନିଆ

tame mora dilruba odia song lyrics in odia language


ପୁଅ
ତମେ ମୋର ଦିଲରୁବା ଦିଲ୍ ଜାନିଆ
ତମ ବିନା ଚୁନା ଚୁନା ମୋ ଦୁନିଆ
ଝିଅ
ତମେ ମୋର ଦିଲରୁବା ଦିଲ୍ ଜାନିଆ
ତମ ବିନା ଚୁନା ଚୁନା ମୋ ଦୁନିଆ
ପୁଅ
ମନେ ମନେ ତମ ସାଥେ ମୋର ମଧୁ ଚନ୍ଦ୍ରିକା
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା
ଝିଅ
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା





ପୁଅ 
ମତେ ଯେବେ ମିଳି ଗଲା ରାତି ପାଇଁ ସପନ
ଛାତି ସାରା ବହେ ଖାଲି ମୌସୁମୀ ପବନ
ଝିଅ
ହଁ ଦିଲ ଯେବେ ଫିଲ କଲା ତମ ପ୍ରେମ ଭରସା
ମନ ସାରା ଝରି ଗଲା ମହୁ ମହୁ ବରଷା
ପୁଅ
ଜାଣିଗଲି ଅଛି ମୋର ଜଣେ ପ୍ରେମିକା
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା
ଝିଅ
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା






ଝିଅ
ତମେ ଥିଲେ ବାଟ ସାରା ପଡ଼ିଯାଏ ମୁରୁଜ
ଜହ୍ନ ପରି ଥଣ୍ଡା ଲାଗେ ବୈଶାଖି ସୁରୁଜ
ପୁଅ
ଓ ତମ ବିନା ମନ ସାରା ଲାଗି ଯାଏ ଦରଜ
ତମକୁ ଛାଡି କେବେ ଜିଇଁବାକି ସହଜ
ଝିଅ
ତମେ ମୋର ସାତ ରଙ୍ଗି ପ୍ରେମ ଚରଖା
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା
ପୁଅ
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା
ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା


tame mora dilruba odia song lyrics in odia language







Thank You


Comments