tate thare dekhila pare odia song lyrics in odia language

Odia Song Lyrics

ତତେ ଥରେ ଦେଖିଲା ପରେ

tate thare dekhila pare odia song lyrics in odia language


ପୁଅ
ତତେ ଥରେ ଦେଖିଲା ପରେ
ମତେ ଆଜି ଲାଗେ ଧୀରେ ଧୀରେ
ମୁଁ ତତେ ହି ତ ଖୋଜୁ ଥିଲି ବାସ
ତୋ ପ୍ରେମ ତୋ ପ୍ରେମ
ମତେ କଲା ବଦମାସ
ତୋ ପ୍ରେମ ତୋ ପ୍ରେମ
ମତେ କଲା ବଦମାସ
ଝିଅ
ଆରେ ଆରେ କିଏସେ ତୁ ରେ
ଛୁଇଁ ଦେଲୁ ଆସି ଧୀର ଧୀରେ
ତୁ ମୋ ଜୀବନେ ହେଇଗଲୁ ଖାସ
ତୋ ପ୍ରେମ ତୋ ପ୍ରେମ
ମତେ କଲା ବଦମାସ
ତୋ ପ୍ରେମ ତୋ ପ୍ରେମ
ମତେ କଲା ବଦମାସ





ପୁଅ
ତୋ ଭିତରେ ଆଜି ପାଇଗଲି ଖୋଜି
ମନ୍ଦିରର ଦେବିଟିଏ
ତୋ ପରି କେହିବି ନୁହେଁ
ଝିଅ
ଆଉ କେହି ନାହିଁ ହୋ ଏଇ ମୋ ମନରେ
ତତେ ହିଁ କେବଳ ପାଏ
ଆଖି ମୋ ଯୁଆଡେ ଯାଏ
ପୁଅ
ଡାକି ଡାକି କହେ ତୋ ଆଖି
ଡାକି ଡାକି କହେ ତୋ ଆଖି
କହିବାକୁ ଯାହା ଥିଲା ବାକି
ମୋ ମନ ଆଜି ଉଡେରେ ବିନ୍ଦାସ
ତୋ ପ୍ରେମ ତୋ ପ୍ରେମ
ମତେ କଲା ବଦମାସ
ଝିଅ
ତୋ ପ୍ରେମ ତୋ ପ୍ରେମ
ମତେ କଲା ବଦମାସ




ଝିଅ
ମନ କଥା ମୋର କହିବା ଆଗରୁ
ଦେଲୁ ତୁ ପ୍ରଥମେ କହି
ମନ ଗଲା ଚୋରି ହେଇ
ପୁଅ
ଚୋରି ଚୋରି ତୋର
ହୋ ନଜରରେ ମତେ
ଦେଲୁ ତୁ ଏମିତି ଛୁଇଁ
ଭୁଲି ମୁଁ ପାରିବି ନାହିଁ
ଝିଅ
ଭୁଲି ଗଲି ମୁଁ କିଏ ବୋଲି
ଭୁଲି ଗଲି ମୁଁ କିଏ ବୋଲି
ତତେ ଯେବେ ଠାରୁ ପାଇଗଲି
ମୁଁ ଘୁରି ବୁଲେ ତୋର ଆସପାସ 
ତୋ ପ୍ରେମ ତୋ ପ୍ରେମ
ମତେ କଲା ବଦମାସ
ପୁଅ
ତୋ ପ୍ରେମ ତୋ ପ୍ରେମ
ମତେ କଲା ବଦମାସ
ଝିଅ
ହା ହା ବଦମାସ....


tate thare dekhila pare odia song lyrics in odia language







Thank You


Comments