To Premare Pagala Mu Aji Odia Song Lyrics In Odia Font

ODIA SONG LYRICS

ତୋ ପ୍ରେମରେ ପାଗଳ ମୁଁ ଆଜି...ଆଜି

To Premare Pagala Mu Aji Odia Song Lyrics In Odia Font

ତୋ ପ୍ରେମରେ ପାଗଳ ମୁଁ ଆଜି...ଆଜି
ତୋ ପ୍ରେମରେ ଦିୱାନା ମୁଁ ଆଜି...ଆଜି
ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର କି ନାଁ କର...ତୋରି ମର୍ଜି
ତୋ ପ୍ରେମରେ ପାଗଳ ମୁଁ ଆଜି...ଆଜି
ତୋ ପ୍ରେମରେ ଦିୱାନା ମୁଁ ଆଜି...ଆଜି


ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ
ଲେଖିଛି ତୋରି ନାଆଁ
ତତେ ଆଉ କିଏ ଚାହିଁଦେଲେ ଥରେ
ସେ ଛାତିରେ ଲାଗେ ନିଆଁ
ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ
ଲେଖିଛି ତୋରି ନାଆଁ
ତତେ ଆଉ କିଏ ଚାହିଁଦେଲେ ଥରେ
ସେ ଛାତିରେ ଲାଗେ ନିଆଁ
ତୋ ପ୍ରେମରେ ଜଳୁଚି ମୁଁ ଆଜି...ଆଜି
ତୋ ପ୍ରେମରେ ମରୁଚି ମୁଁ ଆଜି...ଆଜି
ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର କି ନାଁ କର...ତୋରି ମର୍ଜି
ତୋ ପ୍ରେମରେ ପାଗଳ ମୁଁ ଆଜି...ଆଜି
ତୋ ପ୍ରେମରେ ଦିୱାନା ମୁଁ ଆଜି...ଆଜି


ଏ ଆଖିରୁ ସବୁ ସପନ ଲିଭେଇ
ଦେଖୁଛି ତୋରି ସ୍ବପ୍ନ
ସେ ସପନ ଯେବେ ଅଧା ରହିଯାଏ
ନିଆଁ ତ ଲଗାଏ ଜହ୍ନ
ଏ ଆଖିରୁ ସବୁ ସପନ ଲିଭେଇ
ଦେଖୁଛି ତୋରି ସ୍ବପ୍ନ
ସେ ସପନ ଯେବେ ଅଧା ରହିଯାଏ
ନିଆଁ ତ ଲଗାଏ ଜହ୍ନ
ତୋ ପ୍ରେମରେ ଖେଳୁଛି ମୁଁ ଆଜି...ଆଜି
ତୋ ପ୍ରେମରେ ହାରୁଛି ମୁଁ ଆଜି...ଆଜି
ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର କି ନାଁ କର...ତୋରି ମର୍ଜି
ତୋ ପ୍ରେମରେ ପାଗଳ ମୁଁ ଆଜି...ଆଜି
ତୋ ପ୍ରେମରେ ଦିୱାନା ମୁଁ ଆଜି...ଆଜି

To Premare Pagala Mu Aji Odia Song Lyrics In Odia Language


Thank You


Comments