Tora Mora Prema Sate Odia Song Lyrics In Odia Font

ODIA SONG LYRICS

ଏଇ ଟିକେ ଟିକେ ମିଳା ମିଶା
ଦିଏ ସ୍ବପ୍ନ ଦେଖିବାର ନିଶା

Tora Mora Prema Sate Odia Song Lyrics In Odia Language


ପୁଅ
ଏଇ ଟିକେ ଟିକେ ମିଳା ମିଶା
ଦିଏ ସ୍ବପ୍ନ ଦେଖିବାର ନିଶା
ଏଇ ଟିକେ ଟିକେ ମିଳା ମିଶା
ଦିଏ ସ୍ବପ୍ନ ଦେଖିବାର ନିଶା
କେତେ ବେଳେ ହେଇଗଲା
ତୋ ସାଥିରେ ମୋର
ଲଭ ଲଭ ଲଭ ଲଭ
ତୋର ମୋର ପ୍ରେମ ସତେ
ଅଜବ ଅଜବ ଅଜବ 
ତୋର ମୋର ପ୍ରେମ ସତେ
ଅଜବ ଅଜବ ଅଜବ
ଝିଅ
ଏଇ ଟିକେ ଟିକେ ରାଗ ରୁଷା
ବାନ୍ଧେ ଭଲ ପାଇବାର ବସା
ଏଇ ଟିକେ ଟିକେ ରାଗ ରୁଷା
ବାନ୍ଧେ ଭଲ ପାଇବାର ବସା
କେତେ ବେଳେ ହେଇଗଲା 
ତୋ ସାଥିରେ ମୋର
ଲଭ ଲଭ ଲଭ ଲଭ
ତୋର ମୋର ପ୍ରେମ ସତେ
ଅଜବ ଅଜବ ଅଜବ 
ତୋର ମୋର ପ୍ରେମ ସତେ
ଅଜବ ଅଜବ ଅଜବ





ପୁଅ
ଛାତିର ସ୍ପନ୍ଦନ ମୋର
କିଛି କହୁଚି କିଛି କହୁଚି
ତା ଭିତରେ କେହି ଜଣେ
ଲୁଚି ରହିଚି ଲୁଚି ରହିଚି
ଝିଅ
ଭଲ ପାଇବାର ମାନେ
ବୁଝି ନଥିଲି ବୁଝି ନଥିଲି
ତତେ ଦେଖି ଦେଲା ପରେ
ସବୁ ଜାଣିଲି ସବୁ ଜାଣିଲି
କେତେ ବେଳେ ହେଇଗଲା
ତୋ ସାଥିରେ ମୋର
ଲଭ ଲଭ ଲଭ ଲଭ
ତୋର ମୋର ପ୍ରେମ ସତେ
ଅଜବ ଅଜବ ଅଜବ
ପୁଅ 
ହୋ ତୋର ମୋର ପ୍ରେମ ସତେ
ଅଜବ ଅଜବ ଅଜବ





ଝିଅ
ତୁ ଆସିଲୁ ମୋ ଜୀବନେ
ରଙ୍ଗ ଭରିଚି ରଙ୍ଗ ଭରିଚି
ତୋ ବିନା ସାଥି ସବୁ
ଫିକା ଲାଗୁଚି ଫିକା ଲାଗୁଚି
ପୁଅ
ହୋ ଆଖିର ଇସାରା ତୋର
ବୁଝି ପାରୁଚି ବୁଝି ପାରୁଚି
ଭାବନାରେ ତୋର ଛବି
ଆଙ୍କି ଦଉଚି ଆଙ୍କି ଦଉଚି
କେତେ ବେଳେ ହେଇଗଲା
ତୋ ସାଥିରେ ମୋର
ଲଭ ଲଭ ଲଭ ଲଭ
ଝିଅ 
ତୋର ମୋର ପ୍ରେମ ସତେ
ଅଜବ ଅଜବ ଅଜବ
ପୁଅ
ହୋ ତୋର ମୋର ପ୍ରେମ ସତେ
ଅଜବ ଅଜବ ଅଜବ


Tora Mora Prema Sate Ajab Ajab Odia Song Lyrics In Odia Font







Thank You


Comments