tora nila nila dui nayana odia song lyrics in odia language

Odia Song Lyrics

ତୋର ନୀଳ ନୀଳ ଦୁଇ ନୟନା
ମତେ ରାତି ସାରା ଶୋଇ ଦିଏନା

tora nila nila dui nayana odia song lyrics in odia language


ପୁଅ
ତୋର ନୀଳ ନୀଳ ଦୁଇ ନୟନା
ମତେ ରାତି ସାରା ଶୋଇ ଦିଏନା
ତୋର ପ୍ରେମ ବିନା ବଞ୍ଚି ପାରେନା
ତତେ ନ ଦେଖିଲେ ମନ ମାନେନା
ତୋର ନୀଳ ନୀଳ ଦୁଇ ନୟନା
ମତେ ରାତି ସାରା ଶୋଇ ଦିଏନା
ତୋର ନୀଳ ନୀଳ ଦୁଇ ନୟନା
ମତେ ରାତି ସାରା ଶୋଇ ଦିଏନା
ଝିଅ
ତତେ କେତେ...
ହଁ ତତେ କେତେ ଭଲ ପାଏ ମୁଁ
ଏ ଦୁନିଆଟା ବୁଝି ପାରେନା
ତତେ କେତେ ଭଲ ପାଏ ମୁଁ
ଏ ଦୁନିଆଟା ବୁଝି ପାରେନା
ତୁ ମୋ ଜୀବନ
ହଁ ତୁ ମୋ ସପନ
ତୁ ଆଖି ହେଲେ ମୁଁ ଆଇନା
ତତେ ଚାହୁଁଛି ଭଲ ପାଉଛି
ମୁଁ ବି ତୋ ବିନା ବଞ୍ଚି ପାରେନା
ପୁଅ
ତୋ ନୀଳ ନୀଳ ଦୁଇ ନୟନା
ମତେ ରାତି ସାରା ଶୋଇ ଦିଏନା
ଝିଅ
ତତେ କେତେ ଭଲ ପାଏ ମୁଁ
ଏ ଦୁନିଆଟା ବୁଝି ପାରେନା






ପୁଅ
ତତେ ଦେଖିବାକୁ ଚାହେଁ ଖାଲି
ତତେ ଭଲ ପାଏ
ତତେ ଭାବି ନେଇଚି ମୋ ଦୁନିଆ
ତତେ ଚାହିଁ ଦିନ ସରେ
ତତେ ଚାହିଁ ରାତି ପାହେ
ଗୋଟେ ମୁହୂର୍ତ୍ତ ବି ରହି ହୁଏନା
ଝିଅ
ମୁଁ ବି ତତେ ଭଲ ପାଏ
ତୋ ସ୍ବପ୍ନ ଦେଖୁଥାଏ
ମୋର ହୃଦୟରେ ଲେଖିଛୁ ତୋ ନାଆଁ
ମୋର ଜୀବନ ମରଣ ସବୁ
ତୋ ହାତେଇ ଦେଇ
ମୋ ପ୍ରେମକୁ ଦେଇଛି ତୋ ନାଆଁ
ପୁଅ
ଏକା କେମିତି ବଞ୍ଚିବି ଜାନିଆ
ତତେ ନ ଦେଖିଲେ ମନ ମାନେନା
ଏକା କେମିତି ବଞ୍ଚିବି ଜାନିଆ
ତତେ ନ ଦେଖିଲେ ମନ ମାନେନା
ଝିଅ
ତତେ କେତେ ଭଲ ପାଏ ମୁଁ
ଏ ଦୁନିଆଟା ବୁଝି ପାରେନା





ଝିଅ
ତୁ ମୋ ଜୀବନ ସାଥି
ପ୍ରେମ କରି ତୁ ଇତି
ଛାଡି ଯିବୁନି ତୁ ମତେ ଭୁଲେଇ
ମୋର ଛାତିର ସ୍ପନ୍ଦନେ
ମୋର ଆଖିର ସପନେ
ଖାଲି ତୋ ନା ଦେଇଛି ଲେଖି
ପୁଅ
ଓ ତତେ ନେଇ ମୋ ଜୀବନ
ତେତେ ଦେଖି ମୋ ସପନ
କେମିତି ଲୋ ତତେ ଯିବି ମୁଁ ଭୁଲି
ଯେତେ ଦିନ ବଞ୍ଚିଥିବି
ତତେ ଭଲ ପାଉଥିବି
ରାଣ ଖାଇ ମୁଁ କହୁଛି ସାଥି
ଝିଅ
ଯେବେ ତୋ ଦୂରେ ଗଲେ ସଜନା
ସବୁ ଭୁଲି ଯାଏ ମୁଁ ତୋ ବିନା
ଯେବେ ତୋ ଦୂରେ ଗଲେ ସଜନା
ସବୁ ଭୁଲି ଯାଏ ମୁଁ ତୋ ବିନା
ପୁଅ
ତୋର ନୀଳ ନୀଳ ଦୁଇ ନୟନା
ମତେ ରାତି ସାରା ଶୋଇ ଦିଏନା
ଝିଅ
ତତେ କେତେ ଭଲ ପାଏ ମୁଁ
ଏ ଦୁନିଆଟା ବୁଝି ପାରେନା
ପୁଅ
ତୋର ନୀଳ ନୀଳ ଦୁଇ ନୟନା
ମତେ ରାତି ସାରା ଶୋଇ ଦିଏନା


tora nila nila dui nayana odia song lyrics in odia language








Thank You


Comments