Tori Pain Lekhichi Mu Odia Song Lyrics In Odia Font

ODIA SONG LYRICS

ତୋରି ପାଇଁ ଲେଖିଚି ମୁଁ ଗୀତଟିଏ
ସାଲିନି....ସାଲିନି....

Tori Pain Lekhichi Mu Odia Song Lyrics In Odia Language



ତୋରି ପାଇଁ ଲେଖିଚି ମୁଁ ଗୀତଟିଏ
ସାଲିନି...ସାଲିନି...ସାଲିନି...


ତୋରି ପାଇଁ ଲେଖିଚି ମୁଁ ଗୀତଟିଏ
ସାଲିନି....ସାଲିନି....
ତୋରି ପାଇଁ ଆଙ୍କିଚି ମୁଁ ଛବିଟିଏ
ସାଲିନି....ସାଲିନି....
ସାତ ରଙ୍ଗରୁ କିଛି ଅଲଗା ରଙ୍ଗରେ
ସାତ ସୁରରୁ କିଛି ଅଲଗା ସୁରରେ
ଭଲ ମୁଁ ପାଇଚି ତତେ
ଭଲ ମୁଁ ପାଇଚି ତତେ
ତୋରି ପାଇଁ ଦୁନିଆକୁ ଆସିଚି ମୁଁ
ସାଲିନି....ସାଲିନି....
ତୋରି ଗୀତ ଭଲ ପାଇ ବସିଚି ମୁଁ
ସାଲିନି...ହେ ହେ ହେ ସାଲିନି









ବାସ୍ନା ତୋର ମହକେ ପବନରେ
ଚିତ୍ର ତୋର ଚମକେ ସପନରେ
ଗଳ୍ପ ତୋର ଶୁଣାଏ ଜହ୍ନ ରାତି
ସ୍ପର୍ଶ ତୋର ସବୁଠି ଆରେ ସାଥି
ସବୁ ଋତୁଠୁ କିଛି ଅଲଗା ଋତୁରେ
ସବୁ ମେଘରୁ କିଛି ଅଲଗା ମେଘରେ
ଭିଜେଇ ଦେଇଚି ତତେ
ଭିଜେଇ ଦେଇଚି ତତେ
ତୋରି ପାଇଁ ତାରା ତୋଳି ଆଣିଚି ମୁଁ
ସାଲିନି....ସାଲିନି....
ତୋରି ପାଇଁ ଜହ୍ନଟିଏ ଜାଳିଚି ମୁଁ
ସାଲିନି.... ହେ ହେ ହେ ସାଲିନି









ସ୍ୱର୍ଗ ଏଇ ହାତରେ ତତେ ପାଇ
ରାସ୍ତା ଏଇ ପ୍ରେମର ତତେ ନେଇ
ପ୍ରଶ୍ନ କେତେ ପଚାରେ ଦୃଷ୍ଟ ତାରା
ସ୍ବପ୍ନ ସାଥେ ଖେଳେ ଯେ ମେଘ ଧରା
ସବୁ ଠିକଣା ପରେ ନୂଆ ଠିକଣାରେ
ଏଇ ଦୁନିଆ ଠାରୁ ନୂଆ ଦୁନିଆରେ
ତୋ ପାଇଁ ତୋଳିଚି ଘର
ତୋ ପାଇଁ ତୋଳିଚି ଘର
ତୋରି ପାଇଁ ପ୍ରେମିକ ମୁଁ ସାଜିଚି ଯେ
ସାଲିନି....ସାଲିନି....
ତୋରି ପାଇଁ ଦୁନିଆକୁ ଆସିଚି ମୁଁ
ସାଲିନି...ସାଲିନି ହେ ହେ ହେ ସାଲିନି

Tori Pain Lekhichi Mu Odia Song Lyrics In English Font



Tori Pain Lekhichi Mu Gitatia
Salini Salini Salini
Tori Pain Lekhichi Mu Gitatia
Salini Salini
Tori Pain Ankichi Mu Chhabitia
Salini Salini
Sata Rangaru Kichhi Alaga Rangare
Sata Suraru Kichhi Alaga Surare
Bhala Mu Paichi Tate
Bhala Mu Paichi Tate
Tori Pain Duniaku Asichi Mu
Salini Salini
Tori Gita Bhala Pai Basichi Mu
Salini He He He Salini
Basna Tora Mahake Pabanare
Chitra Tora Chamake Sapanare
Galpa Tora Sunaa Jahna Rati
Sparsa Tora Sabuthi Are Sathi
Sabu Rututhu Kichhi Alaga Ruture
Sabu Megharu Kichhi Alaga Meghare
Bhijei Deichi Tate
Bhijei Deichi Tate
Tori Pain Tara Toli Anichi Mu
Salini Salini
Tori Pain Jahnatia Jalichi Mu
Salini He He He Salini
Swarga Ae Hatare Tate Pai
Rasta Ae Premara Tate Nei
Prasna Kete Pachare Drusta Tara
Swapna Sathe Khele Je Megha Dhara
Sabu Thikana Pare Nua Thikanare
Ae Dunia Tharu Nua Duniare
To Pain Tolichi Ghara
To Pain Tolichi Ghara
Tori Pain Premika Mu Sajichhi Je
Salini Salini
Tori Pain Duniaku Asichi Mu
Salini Salini He He He Salini




Thank You

Comments