Tu Dhire Dhire Asilu Odia Song Lyrics In Odia Font

ODIA SONG LYRICS

ତୁ ଧୀରେ ଧୀରେ ଆସିଲୁ ସ୍ୱପ୍ନରେ ମୋର

Tu Dhire Dhire Asilu Odia Song Lyrics In Odia Language



ପୁଅ
ତୁ ଧୀରେ ଧୀରେ ଆସିଲୁ ସ୍ୱପ୍ନରେ ମୋର
ତୁ ହଲେ ହଲେ ଗଢ଼ିଲୁ ହୃଦୟେ ଘର
ଝିଅ
ତୁ ଧୀରେ ଧୀରେ ଆସିଲୁ ସ୍ୱପ୍ନରେ ମୋର
ତୁ ହଲେ ହଲେ ଗଢ଼ିଲୁ ହୃଦୟେ ଘର
ପୁଅ
ତୋ ନିଶା ନିଶା ଆଖି ମୋ ନୀରବତା ଦେଖି
ଝିଅ
ତୋ ନିଶା ନିଶା ଆଖି ମୋ ନୀରବତା ଦେଖି
ପୁଅ
ଖୁଦା କସମ ମାରିଦେଲା ପ୍ରେମରେ ତୋର
ତୁ ଇସ୍କ ମୋ ପ୍ୟାର ମୋ ପ୍ୟାର
ତୁ ଲାଇଫ ମୋ ୟାର ମୋ ୟାର
ଝିଅ
ତୁ ଇସ୍କ ମୋ ପ୍ୟାର ମୋ ପ୍ୟାର
ତୁ ଲାଇଫ ମୋ ୟାର ମୋ ୟାର
   







ପୁଅ
ପହିଲି ବର୍ଷାରେ ଦେଲୁ ତୁ ଭିଜେଇ
ଓଦା ହେଇଗଲି ପ୍ରେମରେ ତୋହରି
ଆଲୋ ମୋ ବରଷା ରାଣୀ
ଝିଅ
ହୋ ସପନ ଦେଖେଇ ନେଲୁ ତୁ ସଜେଇ
ନାଲି ଟୁକୁ ଟୁକୁ ନୂଆ ବହୁ ହେଲି
ମୁଁ ତୋର ସାଧବ ରାଣୀ
ପୁଅ
ତୋର ଚୁଲବୁଲି ହସ ମତେ କରିଲା ବେହୋସ
ଝିଅ
ମୋ ଚୁଲବୁଲି ହସ ତତେ କରିଲା ବେହୋସ
ପୁଅ
ଖୁଦା କସମ ହାରିଗଲି ପ୍ରେମରେ ତୋର
ଝିଅ
ତୁ ଇସ୍କ ମୋ ପ୍ୟାର ମୋ ପ୍ୟାର
ତୁ ଲାଇଫ ମୋ ୟାର ମୋ ୟାର
ପୁଅ
ତୁ ଇସ୍କ ମୋ ପ୍ୟାର ମୋ ପ୍ୟାର
ତୁ ଲାଇଫ ମୋ ୟାର ମୋ ୟାର








ଝିଅ
ଫୁଲର ସଵାରୀ ମହକି ଉଠିବ
ଛୁଇଁଦେଲେ ଥରେ ପ୍ରେମର ସ୍ପର୍ଶରେ
ରାତି ତ ଚାନ୍ଦିନୀ ରାତି
ପୁଅ
ହୋ ମେଘର ପାଲିଙ୍କି ରଖିଛି ସଜେଇ
ନେଇଯିବି ତତେ ଜହ୍ନ ରାଇଜକୁ
ଆଲୋ ମୋ ମୌନାବତୀ
ଝିଅ
ତୋ ମିଠା ମିଠା ବାଦା ମତେ କରିଦେଲା ଫିଦା
ପୁଅ
ତୋ ମିଠା ମିଠା ବାଦା ମତେ କରିଦେଲା ଫିଦା
ଝିଅ
ଖୁଦା କସମ ହାରିଗଲି ପ୍ରେମରେ ତୋର
ତୁ ଇସ୍କ ମୋ ପ୍ୟାର ମୋ ପ୍ୟାର
ତୁ ଲାଇଫ ମୋ ୟାର ମୋ ୟାର
ତୁ ଇସ୍କ ମୋ ପ୍ୟାର ମୋ ପ୍ୟାର
ତୁ ଲାଇଫ ମୋ ୟାର ମୋ ୟାର
ପୁଅ
ତୁ ଇସ୍କ ମୋ ପ୍ୟାର ମୋ ପ୍ୟାର
ତୁ ଲାଇଫ ମୋ ୟାର ମୋ ୟାର
ତୁ ଇସ୍କ ମୋ ପ୍ୟାର ମୋ ପ୍ୟାର
ତୁ ଲାଇଫ ମୋ ୟାର ମୋ ୟାର


Tu Dhire Dhire Asilu Odia Song Lyrics In Odia Font









Thank You


Comments