Tu Heigalu Swarthapara Odia Song Lyrics In Odia Font

ODIA SONG LYRICS

ଭଲ ପାଇ ଭାଙ୍ଗି ଦେଲୁ ମନ ମୋର
ସ୍ୱାର୍ଥ ସରିଗଲା ବୋଲି କଲୁ ପର

Tu Heigalu Swarthapara Odia Song Lyrics In Odia Language


ପୁଅ
ଓ... ଓ.... ଓ.... ଓ..... ଓ..
ଝିଅ
ହା.... ଆ..... ଆ..... ଆ.....

ପୁଅ
ଭଲ ପାଇ ଭାଙ୍ଗି ଦେଲୁ ମନ ମୋର
ସ୍ୱାର୍ଥ ସରିଗଲା ବୋଲି କଲୁ ପର
ନୂଆ ସାଥି ତୁ କଲୁ ନିଜର
ତୁ ହେଇଗଲୁ ସ୍ୱାର୍ଥପର
ତୁ ଜାଳିଲୁ ଜୀବନ ମୋର
ଝିଅ
ତତେ ଦେଇଥିଲି ସବୁ ଅଧିକାର
ତୋ ଭାବନାରୁ ମତେ କଲୁ ଦୂର
ଭାଙ୍ଗି ଦେଲୁରେ ହୃଦୟ ମୋର
ତୁ ହେଇଗଲୁ ସ୍ୱାର୍ଥପର
ତୁ ଜାଳିଲୁ ଜୀବନ ମୋର




ପୁଅ
ତୁ ଥିଲୁ ମୋର ସୁନା କଣ୍ଢେଇ
ଚାଲି ଗଲୁ ଲୋ ମତେ ଭଣ୍ଡେଇ
ହୋ ଆଖିରେ ମୋର ଲୁହ ତୁ ଦେଇ
ହସକୁ ମୋର ନେଲୁ ଛଡେଇ
ଝିଅ
ହସ ବଦଳରେ ଦେଲୁ ଲୁହ ଧାର
ମିଛ ବାହାନା ଥିଲାରେ ପ୍ରେମ ତୋର
ଚୁନା କରିଦେଲୁ ଖୁସି ମୋର
ତୁ ହେଇଗଲୁ ସ୍ୱାର୍ଥପର
ତୁ ଜାଳିଲୁ ଜୀବନ ମୋର





ପୁଅ
ଦେଇଥିଲି ଲୋ ତତେ ହୃଦୟ
କେମିତି ହେଲୁ ଏତେ ନିର୍ଦୟ
ହୋ ବାଛି ନେଲୁ ଲୋ ତୋ ନୂଆ ସାଥି
ଲିଭେଇ ଦେଲୁ ପୁରୁଣା ସ୍ମୁତି
ଝିଅ
ଏଡେ ବେଇମାନି ସାଥି ପ୍ରେମ ତୋର
ମିଛ କହି ଛାଡି ଦେଲୁ ହାତ ମୋର
ସାରି ଦେଲୁରେ ସବୁ ତୁ ମୋର
ତୁ ହେଇଗଲୁ ସ୍ୱାର୍ଥପର ହାଏ
ତୁ ଜାଳିଲୁ ଜୀବନ ମୋର
ପୁଅ
ତୁ ହେଇଗଲୁ ସ୍ୱାର୍ଥପର
ତୁ ଜାଳିଲୁ ଜୀବନ ମୋର


Tu Heigalu Swarthapara Odia Song Lyrics In Odia Font








Thank You


Comments