Tu Mate Kichhi Kahinu Odia Song Lyrics In Odia Language

Odia Song Lyrics

ତୁ ମତେ କିଛି କହିନୁ
ମୁଁ ତତେ କିଛି କହିନି

tu mate kichhi kahinu odia song lyrics in odia language


ପୁଅ
ତୁ ମତେ କିଛି କହିନୁ
ମୁଁ ତତେ କିଛି କହିନି
ଝିଅ
ତୁ ମତେ ଭଲ ଲାଗିଲୁ
ମୁଁ ତତେ ଭଲ ଲାଗିଲି
ପୁଅ
ଏଇ ଭଲ ଲାଗିବାଟା ବୋଧେ
ମତେ ମାରି ସାରିଲାଣି ଅଧେ
ଛୁଇଁଦେ ତୁ ନିଶ୍ୱାସ ମୋ ଆସିବ ଫେରି
ହାଏ ରେ ହାଏ ମୁଁ ଗଲିଣି ମରି
ହାଏ ରେ ହାଏ ମୁଁ ଗଲିଣି ମରି
ଝିଅ
ହାଏ ରେ ହାଏ ମୁଁ ଗଲିଣି ମରି
ହାଏ ରେ ହାଏ ମୁଁ ଗଲିଣି ମରି





ପୁଅ
କେମିତି ଏ ଆକର୍ଷଣ ପାଣିରୁ ପବନ ଯାଏ
ସବୁ ବେଳେ ଖୋଜୁ ଥାଏ
ଖାସ କିଛି ନାହିଁ କାରଣ
ଝିଅ
କେମିତି ଏ ଆକର୍ଷଣ ମାଟିରୁ ମହକ ଯାଏ
ମନ ଖାଲି ତତେ ଚାହେଁ
ମାନୁ ନାହିଁ କିଛି ବରଣ
ପୁଅ
ତୁ ମତେ ଟିକେ ଛୁଇଁଚୁ
ମୁଁ ତତେ ଟିକେ ଛୁଇଁଚି
ଝିଅ
ତୁ ମତେ ଟିକେ ଚାହିଁଲୁ
ମୁଁ ତତେ ଟିକେ ଚାହିଁଲି
ପୁଅ
ଏଇ ଟିକେ ଚାହିଁବାଟା ବୋଧେ
ମତେ ମାରି ସାରିଲାଣି ଅଧେ
ଛୁଇଁଦେ ତୁ ନିଶ୍ୱାସ ମୋ ଆସିବ ଫେରି
ଝିଅ
ହାଏ ରେ ହାଏ ମୁଁ ଗଲିଣି ମରି
ହାଏ ରେ ହାଏ ମୁଁ ଗଲିଣି ମରି
ପୁଅ
ହାଏ ରେ ହାଏ ମୁଁ ଗଲିଣି ମରି
ହାଏ ରେ ହାଏ ମୁଁ ଗଲିଣି ମରି





ଝିଅ
କେମିତି ଏ ସବୁ ସ୍ବପ୍ନ ରାତିରୁ ସକାଳ ଯାଏ
ତୋ ସାଥିରେ ବୁଲୁ ଥାଏ
ଖୋଜି ହୁଏ ପ୍ରେମ ତୋରଣ
ପୁଅ
କେମିତି ଏ ମିଠା ମନ ସଞ୍ଜରୁ ସକାଳ ଯାଏ
ମୋ ଛାତିରେ ଲୁଚି ଥାଏ
ବୁଝେ ନାହିଁ କିଛି କାରଣ
ଝିଅ
ତୁ ମତେ ମନ ଦେଇନୁ
ମୁଁ ତତେ ମନ ଦେଇନି
ପୁଅ
ତୁ ମତେ ଟିକେ ଭାବିଲୁ
ମୁଁ ତତେ ଟିକେ ଭାବିଲି
ଝିଅ
ଏଇ ଟିକେ ଭାବିବାଟା ବୋଧେ
ମତେ ମାରି ସାରିଲାଣି ଅଧେ
ଛୁଇଁଦେ ତୁ ନିଶ୍ୱାସ ମୋ ଆସିବ ଫେରି
ହାଏ ରେ ହାଏ ମୁଁ ଗଲିଣି ମରି
ହାଏ ରେ ହାଏ ମୁଁ ଗଲିଣି ମରି
ପୁଅ
ହାଏ ରେ ହାଏ ମୁଁ ଗଲିଣି ମରି
ହାଏ ରେ ହାଏ ମୁଁ ଗଲିଣି ମରି


tu mate kichhi kahinu odia song lyrics in odia language







Thank You


Comments