Abujha E Mana Odia Song Lyrics In Odia Font

ODIA SONG LYRICS

ଅବୁଝା ଏ ମନ ବୁଝେ ନାହିଁ ସେ ଜମା


Abujha E Mana Odia Song Lyrics In Odia Language

ହୁଁ..ଅବୁଝା ଏ ମନ
ଅବୁଝା ଏ ମନ ବୁଝେ ନାହିଁ ସେ ଜମା
ଅବୁଝା ଏ ମନ ବୁଝେ ନାହିଁ ସେ ଜମା
ମାଗେ ସେ ରୁପା ଜହ୍ନ ମତେ
ମାଗେ ସେ ରୁପା ଜହ୍ନ ମତେ
ହେଲେ ମୋ ହାତ ପାଏ ନା
ଅବୁଝା ଏ ମନ ବୁଝେ ନାହିଁ ସେ ଜମା
ଅବୁଝା ଏ ମନ ବୁଝେ ନାହିଁ ସେ ଜମା



ମୋ ପ୍ରେମର ଗଭୀରତା ସିଏ କାହୁଁ ବୁଝିବ
ବୁଝିବ ସେ ଯୋଉ ଦିନ ଆପେ ଭଲ ପାଇବ
ହୋ ମୋ ପ୍ରେମର ଗଭୀରତା ସିଏ କାହୁଁ ବୁଝିବ
ବୁଝିବ ସେ ଯୋଉ ଦିନ ଆପେ ଭଲ ପାଇବ
ହେଲେ ସେ ଦିନ ଆସୁ ନାହିଁ
ହେଲେ ସେ ଦିନ ଆସୁ ନାହିଁ
ଆସିବ କେବେ ଜାଣେନା
ଅବୁଝା ଏ ମନ
ଅବୁଝା ଏ ମନ ବୁଝେ ନାହିଁ ସେ ଜମା
ଅବୁଝା ଏ ମନ ବୁଝେ ନାହିଁ ସେ ଜମା



ଛାତି ଚିରି ଦେଖେଇବି ସିଏ ଜଦି କହିବ
ଆଙ୍କିଛି ମୁଁ ହୃଦୟରେ ଛବି ତାର ଦେଖିବ
ହୋ ଛାତି ଚିରି ଦେଖେଇବି ସିଏ ଜଦି କହିବ
ଆଙ୍କିଛି ମୁଁ ହୃଦୟରେ ଛବି ତାର ଦେଖିବ
ମୋ ଲାଗି ପ୍ରେମ ପୂଜା ଏକ
ମୋ ଲାଗି ପ୍ରେମ ପୂଜା ଏକ
ହେଲେ ସେ ବୁଝି ପାରେନା
ଅବୁଝା ଏ ମନ

ଅବୁଝା ଏ ମନ ବୁଝେ ନାହିଁ ସେ ଜମା
ଅବୁଝା ଏ ମନ ବୁଝେ ନାହିଁ ସେ ଜମା
ମାଗେ ସେ ରୁପା ଜହ୍ନ ମତେ
ମାଗେ ସେ ରୁପା ଜହ୍ନ ମତେ
ହେଲେ ମୋ ହାତ ପାଏ ନା
ଅବୁଝା ଏ ମନ ବୁଝେ ନାହିଁ ସେ ଜମା
ଅବୁଝା ଏ ମନ ବୁଝେ ନାହିଁ ସେ ଜମା
ଅବୁଝା ଏ ମନ ବୁଝେ ନାହିଁ ସେ ଜମା
ଅବୁଝା ଏ ମନ ବୁଝେ ନାହିଁ ସେ ଜମା

Abujha E Mana Odia Song Lyrics In Odia Font

Thank You

Comments

Lilua said…
Kya bat kya bat