Ae Agare Priyara Ghara Odia Song Lyrics In Odia Font

ODIA SONG LYRICS

ଏଇ ଆଗରେ ପ୍ରିୟାର ଘର
ଅନେଇଲେ ଦେଖା ଯାଉଛି

Ae Agare Priyara Ghara Odia Song Lyrics In Odia Language

ହୁଁ ଏଇ ଆଗରେ ପ୍ରିୟାର ଘର
ଅନେଇଲେ ଦେଖା ଯାଉଛି
ସେଇ ବାଟରେ ନିତି ଯିବାକୁ
ମନ ମୋର ଖାଲି ହେଉଛି
ଏଇ ଆଗରେ ପ୍ରିୟାର ଘର
ଅନେଇଲେ ଦେଖା ଯାଉଛି
ସେଇ ବାଟରେ ନିତି ଯିବାକୁ
ମନ ମୋର ଖାଲି ହେଉଛି
କାଳେ କିଏ ସେ ହାଏ
କାଳେ କିଏ ସେ
ଦେଖିନବ ଡର ତ ଲାଗୁଛି
ଏଇ ଆଗରେ ପ୍ରିୟାର ଘର
ଅନେଇଲେ ଦେଖା ଯାଉଛି



ନିତି ସଞ୍ଜ ବେଳେ ଯାଏ
ତାଙ୍କ ଘର ବାଟ ଦେଇ
ଦେଖି ଦେଲେ ମତେ ସିଏ
ଲୁଚି ଛପି ଆସେ ଧାଇଁ
ନିତି ସଞ୍ଜ ବେଳେ ଯାଏ
ତାଙ୍କ ଘର ବାଟ ଦେଇ
ଦେଖି ଦେଲେ ମତେ ସିଏ
ଲୁଚି ଛପି ଆସେ ଧାଇଁ
ଭାରି ଖୁସିରେ ହାଏ
ଭାରି ଖୁସିରେ
ମୁରୁକି ମୁରୁକି ସେ ହସୁଛି
ଏଇ ଆଗରେ ପ୍ରିୟାର ଘର
ଅନେଇଲେ ଦେଖା ଯାଉଛି



ଆଖିରେ ମିଶିଲେ ଆଖି
କିଛି କଥା ବୁଝି ହୁଏ
ଆଉ କିଛି କହିବାକୁ
ମନେ ମନେ ଭାବୁ ଥାଏ
ଆଖିରେ ମିଶିଲେ ଆଖି
କିଛି କଥା ବୁଝି ହୁଏ
ଆଉ କିଛି କହିବାକୁ
ମନେ ମନେ ଭାବୁ ଥାଏ
ଜାଣେନା ସିଏ ହାଏ
ଜାଣେନା ସିଏ
ତାକୁ କେତେ ଭଲ ମୁଁ ପାଉଛି
ଏଇ ଆଗରେ ପ୍ରିୟାର ଘର
ଅନେଇଲେ ଦେଖା ଯାଉଛି

ସେଇ ବାଟରେ ନିତି ଯିବାକୁ
ମନ ମୋର ଖାଲି ହେଉଛି
କାଳେ କିଏ ସେ ହାଏ
କାଳେ କିଏ ସେ
ଦେଖିନବ ଡର ତ ଲାଗୁଛି
ଏଇ ଆଗରେ ପ୍ରିୟାର ଘର
ଅନେଇଲେ ଦେଖା ଯାଉଛି
ସେଇ ବାଟରେ ନିତି ଯିବାକୁ
ମନ ମୋର ଖାଲି ହେଉଛି
ଏଇ ଆଗରେ ପ୍ରିୟାର ଘର
ଅନେଇଲେ ଦେଖା ଯାଉଛି
ସେଇ ବାଟରେ ନିତି ଯିବାକୁ
ମନ ମୋର ଖାଲି ହେଉଛି

Ae Agare Priyara Ghara Odia Song Lyrics In Odia Font

Thank You


Comments