Anamika Nayika Se Odia Song Lyrics In Odia Font

ODIA SONG LYRICS

ଅନାମିକା ନାଇକା ସେ
ହେଲା ମୋର ପ୍ରେମିକା

Anamika Nayika Se Odia Song Lyrics In Odia Language

ଅନାମିକା ନାଇକା ସେ
ହେଲା ମୋର ପ୍ରେମିକା
ଅନାମିକା ନାଇକା ସେ
ହେଲା ମୋର ପ୍ରେମିକା
ଚୁନା ଚୁନା ସପନରେ
ଅନା ବନା ଭାବନାରେ
ଚୁନା ଚୁନା ସପନରେ
ଅନା ବନା ଭାବନାରେ
ନିତି ଆସି ବଜାଏ ସେ ପାଦର ପାଉଁଜି
ଆଉ କାନର ଝୁମୁକା କାନର ଝୁମୁକା
କାନର ଝୁମୁକା ଆଉ କାନର ଝୁମୁକା
))))ଝୁମ ଝୁମ ଝୁମୁକା ଝୁମ ଝୁମ ଝୁମୁକା
ଝୁମ ଝୁମ ଝୁମୁକା ଝୁମ ଝୁମ ଝୁମୁକା((((
ହୋ ଅନାମିକା ନାଇକା ସେ
ହେଲା ମୋର ପ୍ରେମିକା



ଦେଖା ହୁଏ ସିନା ଭିଡରେ ମୋଡରେ
ଏକା ଦେଖା ହୁଏ ନାହିଁ
ମନ କଥା ସବୁ ଆଖିରେ ଆଖିରେ
ତାକୁ କହି ପାରେ ନାହିଁ
ହୋ ଦେଖା ହୁଏ ସିନା ଭିଡରେ ମୋଡରେ
ଏକା ଦେଖା ହୁଏ ନାହିଁ
ମନ କଥା ସବୁ ଆଖିରେ ଆଖିରେ
ତାକୁ କହି ପାରେ ନାହିଁ
ଅଧା ଅଧା କାହାଣୀରେ
ଚୋରା ଚୋରା ଚାହାଣିରେ
ଅଧା ଅଧା କାହାଣୀରେ
ଚୋରା ଚୋରା ଚାହାଣିରେ
ଏତିକି ମୁଁ ଜାଣେ ଖାଲି ତା ହସ ମୁକୁତା
ଆଉ ତା ଆଖି ଶାମୁକା ତା ଆଖି ଶାମୁକା
ତା ହସ ମୁକୁତା ଆଉ ତା ଆଖି ଶାମୁକା
))))ଝୁମ ଝୁମ ଝୁମୁକା ଝୁମ ଝୁମ ଝୁମୁକା
ଝୁମ ଝୁମ ଝୁମୁକା ଝୁମ ଝୁମ ଝୁମୁକା((((
ହୋ ଅନାମିକା ନାଇକା ସେ
ହେଲା ମୋର ପ୍ରେମିକା



ଦିନ ପରେ ରାତି ବିତୁଛି ଏମିତି
ପାରେ ନାହିଁ ତାକୁ ଛୁଇଁ
ଏ ଯାଏ ମୋ ପ୍ରେମ ଫୁଲ ତ ହେଇନି
ରହିଛି ସେ କଢି ହୋଇ
ହୋ ଦିନ ପରେ ରାତି ବିତୁଛି ଏମିତି
ପାରେ ନାହିଁ ତାକୁ ଛୁଇଁ
ଏଯାଏ ମୋ ପ୍ରେମ ଫୁଲ ତ ହେଇନି
ରହିଛି ସେ କଢି ହୋଇ
ଥରେ ଥରେ ନିରଳାରେ
ବେଳେ ବେଳେ ନିରବରେ
ଥରେ ଥରେ ନିରଳାରେ
ବେଳେ ବେଳେ ନିରବରେ
ଭାବୁଛି ମୁଁ ସିଏ ମୋର ମନର ମାନସୀ
ଆଉ ମାନିନୀ ମୋନିକା ମାନିନୀ ମୋନିକା
ମାନିନୀ ମୋନିକା ଆଉ ମାନିନୀ ମୋନିକା
))))ଝୁମ ଝୁମ ଝୁମୁକା ଝୁମ ଝୁମ ଝୁମୁକା
ଝୁମ ଝୁମ ଝୁମୁକା ଝୁମ ଝୁମ ଝୁମୁକା((((
ହୋ ଅନାମିକା ନାଇକା ସେ
ହେଲା ମୋର ପ୍ରେମିକା
ଅନାମିକା ନାଇକା ସେ
ହେଲା ମୋର ପ୍ରେମିକା
ଅନାମିକା ନାଇକା ସେ
ହେଲା ମୋର ପ୍ରେମିକା

Anamika Nayika Se Odia Song Lyrics In Odia Font

Thank You


Comments