Chiri Deba Agaru Odia Song Lyrics In Odia Font

ODIA SONG LYRICS

ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ


Chiri Deba Agaru Odia Song Lyrics In Odia Language

ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ
ଭୁଲି ଯିବା ଆଗରୁ ଆଉ ଥରେ ଭାବି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ
ଭୁଲି ଯିବା ଆଗରୁ ଆଉ ଥରେ ଭାବି ଦେଖ
ଭଲ ପାଇ କିଏ କାହାକୁ ଠକିଚି
ଭଲ ପାଇ କିଏ କାହାକୁ ଠକିଚି
ନିଜକୁ ପଚାରି ଦେଖ
ଆଉ ଥରେ ଭାବି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ
ଭୁଲି ଯିବା ଆଗରୁ ଆଉ ଥରେ ଭାବି ଦେଖ



ଦୁଃଖ ଦେବା ଆଗରୁ ନିଜେ ଥରେ କାନ୍ଦି ଦେଖ
ଜାଳି ଦେବା ଆଗରୁ ନିଜେ ଥରେ ଜଳି ଦେଖ
ଦୁଃଖ ଦେବା ଆଗରୁ ନିଜେ ଥରେ କାନ୍ଦି ଦେଖ
ଜାଳି ଦେବା ଆଗରୁ ନିଜେ ଥରେ ଜଳି ଦେଖ
ଜଳିବାରେ ଅଛି କେତେ ଯେ ଯାତନା
ଜଳିବାରେ ଅଛି କେତେ ଯେ ଯାତନା
ମନକୁ ପଚାରି ଦେଖ
ନିଜେ ଥରେ ଜଳି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ
ଭୁଲି ଯିବା ଆଗରୁ ଆଉ ଥରେ ଭାବି ଦେଖ



ଚାଲି ଯିବା ଆଗରୁ ଆଉ ଥରେ ବୁଲି ଦେଖ
ଭାଙ୍ଗି ଦେବା ଆଗରୁ ଆଉ ଥରେ ଗଢି ଦେଖ
ଚାଲି ଯିବା ଆଗରୁ ଆଉ ଥରେ ବୁଲି ଦେଖ
ଭାଙ୍ଗି ଦେବା ଆଗରୁ ଆଉ ଥରେ ଗଢି ଦେଖ
ସପନ ଭାଙ୍ଗିଲେ କେତେ ଯେ ଦହନ
ସପନ ଭାଙ୍ଗିଲେ କେତେ ଯେ ଦହନ
ରାତିକୁ ପଚାରି ଦେଖ
ଆଉ ଥରେ ଗଢି ଦେଖ
ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ
ଭୁଲି ଯିବା ଆଗରୁ ଆଉ ଥରେ ଭାବି ଦେଖ
ଆଉ ଥରେ ଭାବି ଦେଖ
ଆଉ ଥରେ ଭାବି ଦେଖ

Chiri Deba Agaru Odia Song Lyrics In Odia Font

Thank You


Comments