Dekhna Dekhna Tu Aaina Odia Song Lyrics In Odia Font

ODIA SONG LYRICS

ଦେଖନା ଦେଖନା ତୁ ଆଇନା


Dekhna Dekhna Tu Aaina Odia Song Lyrics In Odia Language

ଦେଖନା ଦେଖନା ତୁ ଆଇନା
ଦେଖନା ଦେଖନା ତୁ ଆଇନା
ଦେଖନା ଦେଖନା ତୁ ଆଇନା
ଦେଖନା ଦେଖନା ତୁ ଆଇନା
ଦେଖି ତୋର ଗୋରା ମୁହଁ
ମିଠା ହସ ସୁନା ଦେହ
ଆଇନା ହୋଇବ ଗୋରି ଚୁନା
ଦେଖନା ଦେଖନା
ହୋ ଦେଖନା ଦେଖନା ତୁ ଆଇନା
ଦେଖନା ଦେଖନା ତୁ ଆଇନା
ଦେଖନା ଦେଖନା ତୁ ଆଇନା



ରୂପ ତୋର ହାଏ କଅଁଳ ଖରା
ସୁନା ସୁନା ଲାଗେ ଆଖିକୁ ପରା
ରୂପ ତୋର ହାଏ କଅଁଳ ଖରା
ସୁନା ସୁନା ଲାଗେ ଆଖିକୁ ପରା
ହେ ହେ ହେ ହେ ଆହା ହା ହା
ଆଖି ଚାହେଁ ଦେଖିବାକୁ
ମନ ଚାହେଁ ଛୁଇଁବାକୁ
ହେଲେ ତତେ ଛୁଇଁବାକି ମନା
ଦେଖନା ଦେଖନା
ହୋ ଦେଖନା ଦେଖନା ତୁ ଆଇନା
ଦେଖନା ଦେଖନା ତୁ ଆଇନା
ଦେଖନା ଦେଖନା ତୁ ଆଇନା



ଆଖିରେ ନ ଥାଏ କଜଳ ଧାରେ
ଦୁନିଆକୁ ସେତ ପାଗଳ କରେ
ଆଖିରେ ନ ଥାଏ କଜଳ ଧାରେ
ଦୁନିଆକୁ ସେତ ପାଗଳ କରେ
ହେ ହେ ହେ ହେ ଆହା ହା ହା
ତୋ ପ୍ରେମରେ ଭିଜିଗଲି
ଦୁନିଆକୁ ଭୁଲିଗଲି
ହେଇଗଲି ମୁଁ ବାଟବଣା
ଦେଖନା ଦେଖନା
ହୋ ଦେଖନା ଦେଖନା ତୁ ଆଇନା
ଦେଖନା ଦେଖନା ତୁ ଆଇନା

ଦେଖି ତୋର ଗୋରା ମୁହଁ
ମିଠା ହସ ସୁନା ଦେହ
ଆଇନା ହୋଇବ ଗୋରି ଚୁନା
ଦେଖନା ଦେଖନା
ହୋ ଦେଖନା ଦେଖନା ତୁ ଆଇନା
ଦେଖନା ଦେଖନା ତୁ ଆଇନା
ହୋ ଦେଖନା ଦେଖନା ତୁ ଆଇନା

Dekhna Dekhna Tu Aaina Odia Song Lyrics In Odia Font

Thank You

Comments