Ede Beimani Tu (Female) Odia Song Lyrics In Odia Font

ODIA SONG LYRICS

ଏଡ଼େ ବେଇମାନି ତୁ ଏଡ଼େ ବେଦରଦି ତୁ

Ede Beimani Tu (Female) Odia Song Lyrics In Odia Language

ଏଡ଼େ ବେଇମାନି ତୁ ଏଡ଼େ ବେଦରଦି ତୁ
ଏଡ଼େ ବେଇମାନି ତୁ ଏଡ଼େ ବେଦରଦି ତୁ
ତତେ ବିଶ୍ୱାସ କରି ମନ ଦେଇଥିଲି ମୁଁ
ମୋ ମନ ଭାଙ୍ଗି ଦେଇ ଚାଲିଗଲୁ ସାଥି ତୁ
ଖୁସି ନେଲୁ ଛଡେଇ ଖାଲି ଲୁହ ଦେଲୁ ତୁ
ତତେ ନିଜର କରି ନିତି ଜଳୁଚିରେ ମୁଁ
ମୋ ଆଖିର ଲୁହରେ ଭାସି ଯିବୁ ସାଥି ତୁ
ମୋ ଆଖିର ଲୁହରେ ଭାସି ଯିବୁ ସାଥି ତୁ



ତୋ ପ୍ରେମରେ କେତେ ଭରସା କରି ଭଲ ପାଉଥିଲି
ଛଳନା ଥିଲା ମନରେ ତୋର ଜାଣି ମୁଁ ନଥିଲି
ମୋ ହୃଦୟ ତଳେ ଘରଟେ ତୋଳି ତତେ ରଖିଥିଲି
ପାଇଗଲୁ ତୁ ତୋ ନୂଆ ସାଥି ଗଲୁ ମତେ ଭୁଲି
ହଁ ଗଲୁ ମତେ ଭୁଲି
ଏଡ଼େ ସ୍ୱାର୍ଥପର ତୁ ଜାଣି ନଥିଲି ରେ ମୁଁ
ଏଡ଼େ ସ୍ୱାର୍ଥପର ତୁ ଜାଣି ନଥିଲି ରେ ମୁଁ
ସ୍ୱାର୍ଥ ସରିଲା ବୋଲି ହାତ ଛାଡି ଦେଲୁ ତୁ
ମୋ ଛାତିର କୋହରେ ଜଳି ଯିବୁ ସାଥି ତୁ
ମୋ ଛାତିର କୋହରେ ଜଳି ଯିବୁ ସାଥି ତୁ



ଏ ଦୁନିଆ ଭୁଲି ନିଜର କଲି ହୃଦୟକୁ ତୋର
କେମିତି କହ ହେଇଗଲୁ ରେ ତୁ ଆଉ କାହାର
ମୋ ମନଟା ଥିଲା ତୋ ପାଇଁ ବୋଧେ
ମାଟିର ଖେଳନା
ଏମିତି ଖେଳ ଖେଳିଦେଲୁ ତୁ ହେଲି ଚୁନା ଚୁନା
ଆରେ ହେଲି ଚୁନା ଚୁନା
ଏଡ଼େ ଧୋକେବାଜ ତୁ ଭାବି ନଥିଲି ରେ ମୁଁ
ଏଡ଼େ ଧୋକେବାଜ ତୁ ଭାବି ନଥିଲି ରେ ମୁଁ
ସବୁ ସପନ ମୋର ଜାଳିଦେଇ ଗଲୁ ତୁ
ମୋ ଭଲ ପାଇବାକୁ ଝୁରି ମରିବୁରେ ତୁ
ମୋ ଭଲ ପାଇବାକୁ ଝୁରି ମରିବୁରେ ତୁ

ଏଡ଼େ ବେଇମାନି ତୁ ଏଡ଼େ ବେଦରଦି ତୁ
ତତେ ବିଶ୍ୱାସ କରି ମନ ଦେଇଥିଲି ମୁଁ
ମୋ ମନ ଭାଙ୍ଗି ଦେଇ ଚାଲିଗଲୁ ସାଥି ତୁ
ମୋ ଆଖିର ଲୁହରେ ଭାସି ଯିବୁ ସାଥି ତୁ
ମୋ ଛାତିର କୋହରେ ଜଳି ଯିବୁ ସାଥି ତୁ

Ede Beimani Tu (Female) Odia Song Lyrics In Odia Font

Thank You

Comments