Mane Pade Aji Mora Odia Song Lyrics In Odia Font

ODIA SONG LYRICS

ମନେ ପଡେ ଆଜି ମୋର

Mane Pade Aji Mora Odia Song Lyrics In Odia Language

ମନେ ପଡେ ଆଜି ମୋର
ମନେ ପଡେ ଆଜି ମୋର
ସେଇ ପିଲା ଦିନ କାହାଣୀ
ସେଇ ପିଲା ଦିନ କାହାଣୀ
ମୋ କଣ୍ଢେଇ ରାଜା ଥିଲା
ମୋ କଣ୍ଢେଇ ରାଜା ଥିଲା
ତୋ କଣ୍ଢେଇ ରାଣୀ
ମନେ ପଡେ ଆଜି ମୋର
ସେଇ ପିଲା ଦିନ କାହାଣୀ
ସେଇ ପିଲା ଦିନ କାହାଣୀ



ମିଛି ମିଛିକା ସେ କଣ୍ଢେଇ ଖେଳରେ
ଲୁଚିଥିଲା ଯେଉଁ କଥା
ସେଇ କଥା ଆଜି ବୁଝି ଗଲା ପରେ
ଲାଗେ ବେଶି ବେଶି ମିଠା
ହୋ ମିଛି ମିଛିକା ସେ କଣ୍ଢେଇ ଖେଳରେ
ଲୁଚି ଥିଲା ଯେଉଁ କଥା
ସେଇ କଥା ଆଜି ବୁଝି ଗଲା ପରେ
ଲାଗେ ବେଶି ବେଶି ମିଠା
ମନେ ପଡେ ଆଜି ମୋର
ମନେ ପଡେ ଆଜି ମୋର
ସେଇ ରାଗ ରୁଷା ଚାହାଣି
ସେଇ ରାଗ ରୁଷା ଚାହାଣି
ମୋ କଣ୍ଢେଇ ରାଜା ଥିଲା
ମୋ କଣ୍ଢେଇ ରାଜା ଥିଲା
ତୋ କଣ୍ଢେଇ ରାଣୀ
ମନେ ପଡେ ଆଜି ମୋର
ସେଇ ପିଲା ଦିନ କାହାଣୀ
ସେଇ ପିଲା ଦିନ କାହାଣୀ



ସେଦିନର ସେଇ ଦୁଇଟି କଣ୍ଢେଇ
ଥିଲା ଆମ ଦୁଇ ମନ
ସେଇ ମନ ଆଜି ମିଶିଗଲା ପରେ
ସତ ହେଇ ଗଲା ପ୍ରେମ
ହେ ହେ ହେ ସେଦିନର ସେଇ ଦୁଇଟି କଣ୍ଢେଇ
ଥିଲା ଆମ ଦୁଇ ମନ
ହେ ହେ ହେ ସେଇ ମନ ଆଜି ମିଶିଗଲା ପରେ
ସତ ହେଇ ଗଲା ପ୍ରେମ
ମନେ ପଡେ ଆଜି ମୋର
ମନେ ପଡେ ଆଜି ମୋର
ସେଇ ବାଲି ବେଦି ବରଣୀ
ସେଇ ବାଲି ବେଦି ବରଣୀ

ମୋ କଣ୍ଢେଇ ରାଜା ଥିଲା
ମୋ କଣ୍ଢେଇ ରାଜା ଥିଲା
ତୋ କଣ୍ଢେଇ ରାଣୀ
ମନେ ପଡେ ଆଜି ମୋର
ସେଇ ପିଲା ଦିନ କାହାଣୀ
ସେଇ ପିଲା ଦିନ କାହାଣୀ
ସେଇ ପିଲା ଦିନ କାହାଣୀ
ସେଇ ପିଲା ଦିନ କାହାଣୀ

Mane Pade Aji Mora Odia Song Lyrics In Odia Font

Thank You


Comments