Mo Classmate Jhia Odia Song Lyrics In Odia Font

ODIA SONG LYRICS

ମୋ କ୍ଲାସମେଟ ଝିଅ ମତେ ଫୁଲ ଦଉଚି


Mo Classmate Jhia Odia Song Lyrics In Odia Language

ମୋ କ୍ଲାସମେଟ ଝିଅ ମତେ ଫୁଲ ଦଉଚି
ମୋ କ୍ଲାସମେଟ ଝିଅ ମତେ ଚିଠି ଦଉଚି
ମୋ କ୍ଲାସମେଟ ଝିଅ ମତେ ଫୁଲ ଦଉଚି
ମୋ କ୍ଲାସମେଟ ଝିଅ ମତେ ଚିଠି ଦଉଚି
ପାଖକୁ ଆସିଲେ ଲାଜେଇ ଯାଉଚି
କଣେଇ କଣେଇ ଦୂରରୁ ଚାହୁଁଚି
ସବୁ ବହି ଖାତା ଉପରେ
ଆଇ ଲଭ ୟୁ ଲେଖି ଦଉଚି
ଆରେ ସବୁ ବହି ଖାତା ଉପରେ
ଆଇ ଲଭ ୟୁ ଲେଖି ଦଉଚି
ମୋ କ୍ଲାସମେଟ ଝିଅ ମତେ ଫୁଲ ଦଉଚି
ମୋ କ୍ଲାସମେଟ ଝିଅ ମତେ ଚିଠି ଦଉଚି



ପାଠରେ ଜମାରୁ ଲାଗୁନି ମନ
ଦେଖି ତାର ରୁପ ରଙ୍ଗ ନୂଆ ଯୋଉବନ
ଆରେ ପାଠରେ ଜମାରୁ ଲାଗୁନି ମନ
ଦେଖି ତାର ରୁପ ରଙ୍ଗ ନୂଆ ଯୋଉବନ
ମୁହଁଟି ତାହାର ପୁନେଇ ଜହ୍ନ
ଆଜି କାଲି ଦେଖୁଚି ମୁଁ ନୂଆ ସପନ
ଏବେ ସେ ଡେଇଁଚି ଷୋଳଟି ଫଗୁଣ
ବିରତି ତାହାର ଅସରା ଶ୍ରାବଣ
ତା କଥା ଭାବି ଭାବି ମୁଁ
ସାରା ରାତି ଚେଇଁ ରହୁଚି
ଆରେ ତା କଥା ଭାବି ଭାବି ମୁଁ
ସାରା ରାତି ଚେଇଁ ରହୁଚି
ମୋ କ୍ଲାସମେଟ ଝିଅ ମତେ ଫୁଲ ଦଉଚି
ମୋ କ୍ଲାସମେଟ ଝିଅ ମତେ ଚିଠି ଦଉଚି



କଥାରୁ କାହାର ଝରେ କବିତା
ଦୁଇ ଆଖି ନୀଳ ପଖି ସରମି ଲତା
ହୁଁ କଥାରୁ କାହାର ଝରେ କବିତା
ଦୁଇ ଆଖି ନୀଳ ପଖି ସରମି ଲତା
ମନଟି ତାହାର ଚହଲା ପାଣି
ମତେ ସିଏ କିଣି ନେଲା ସପନ ବୁଣି
ନୂଆ ଡେଣା ଝାଡ଼ି ପ୍ରେମରେ ଉଡୁଚି
ମୁଁ ବି ସେମିତି ପ୍ରେମରେ ପଡିଚି
ତା ପାଇଁ ସବୁଦିନ ମୁଁ
ଭାବି ଭାବି ଚିଠି ଲେଖୁଚି
ଆରେ ତା ପାଇଁ ସବୁଦିନ ମୁଁ
ଭାବି ଭାବି ଚିଠି ଲେଖୁଚି
ମୋ କ୍ଲାସମେଟ ଝିଅ ମତେ ଫୁଲ ଦଉଚି
ମୋ କ୍ଲାସମେଟ ଝିଅ ମତେ ଚିଠି ଦଉଚି

ମୋ କ୍ଲାସମେଟ ଝିଅ ମତେ ଫୁଲ ଦଉଚି
ମୋ କ୍ଲାସମେଟ ଝିଅ ମତେ ଚିଠି ଦଉଚି
ପାଖକୁ ଆସିଲେ ଲାଜେଇ ଯାଉଚି
କଣେଇ କଣେଇ ଦୂରରୁ ଚାହୁଁଚି
ସବୁ ବହି ଖାତା ଉପରେ
ଆଇ ଲଭ ୟୁ ଲେଖି ଦଉଚି
ଆରେ ସବୁ ବହି ଖାତା ଉପରେ
ଆଇ ଲଭ ୟୁ ଲେଖି ଦଉଚି
ମୋ କ୍ଲାସମେଟ ଝିଅ ମତେ ଫୁଲ ଦଉଚି
ମୋ କ୍ଲାସମେଟ ଝିଅ ମତେ ଚିଠି ଦଉଚି
ମୋ କ୍ଲାସମେଟ ଝିଅ ମତେ ଫୁଲ ଦଉଚି
ମୋ କ୍ଲାସମେଟ ଝିଅ ମତେ ଚିଠି ଦଉଚି

Mo Classmate Jhia Odia Song Lyrics In Odia Font

Thank You

Comments