Othare Tumara Hasa Odia Song Lyrics In Odia Font

ODIA SONG LYRICS

ଓଠରେ ତୁମର ହସ ହୃଦୟରେ ନାହିଁ

Othare Tumara Hasa Odia Song Lyrics In Odia Language

ଓଠରେ ତୁମର ହସ ହୃଦୟରେ ନାହିଁ
ଓଠରେ ତୁମର ହସ ହୃଦୟରେ ନାହିଁ
ଏମିତିକା ପ୍ରେମ କେଉଁ କାହାଣୀରେ ନାହିଁ
ଏମିତିକା ପ୍ରେମ କେଉଁ କାହାଣୀରେ ନାହିଁ
ଆଖିରେ ତୁମର ଲୁହ ଅନ୍ତରରେ ନାହିଁ
ଆଖିରେ ତୁମର ଲୁହ ଅନ୍ତରରେ ନାହିଁ
ଏମିତିକା ପ୍ରେମ କେଉଁ କାହାଣୀରେ ନାହିଁ
ଏମିତିକା ପ୍ରେମ କେଉଁ କାହାଣୀରେ ନାହିଁ



ଝରୁ ଥିଲା ମିଠା ମହୁ
ମହୁ ମିଠା କଥାରେ କଥାରେ 
ପାହୁ ଥିଲା ସାରା ରାତି
ରାତି ସାରା ମିଛରେ ମିଛରେ
ହୋ ଝରୁ ଥିଲା ମିଠା ମହୁ
ମହୁ ମିଠା କଥାରେ କଥାରେ 
ପାହୁ ଥିଲା ସାରା ରାତି
ରାତି ସାରା ମିଛରେ ମିଛରେ
ଖାଲି ବାହାନାରେ
ମନ ଦେବ କହି କହି ମନ ଦେଲ ନାହିଁ
ମନ ଦେବ କହି କହି ମନ ଦେଲ ନାହିଁ
ଏମିତିକା ପ୍ରେମ କେଉଁ କାହାଣୀରେ ନାହିଁ
ଏମିତିକା ପ୍ରେମ କେଉଁ କାହାଣୀରେ ନାହିଁ



ପ୍ରେମରେ ମିଳନ ଅଛି
ଅଛି ପୁଣି କେତେ ପ୍ରତାରଣା
ବୁଝି ମୁଁ ପାରୁଛି ଆଜି
ପ୍ରେମ ତୁମ ଥିଲା ଯେ ଛଳନା
ହୋ ପ୍ରେମରେ ମିଳନ ଅଛି
ଅଛି ପୁଣି କେତେ ପ୍ରତାରଣା
ବୁଝି ମୁଁ ପାରୁଛି ଆଜି
ପ୍ରେମ ତୁମ ଥିଲା ଯେ ଛଳନା
ଲୋକ ଦେଖାଣିଆ
ଯାହା ଦିନେ ପାଇଥିଲି ଦେଇଛି ହଜେଇ
ଯାହା ଦିନେ ପାଇଥିଲି ଦେଇଛି ହଜେଇ

ଏମିତିକା ପ୍ରେମ କେଉଁ କାହାଣୀରେ ନାହିଁ
ଏମିତିକା ପ୍ରେମ କେଉଁ କାହାଣୀରେ ନାହିଁ
ଓଠରେ ତୁମର ହସ ହୃଦୟରେ ନାହିଁ
ଓଠରେ ତୁମର ହସ ହୃଦୟରେ ନାହିଁ
ଏମିତିକା ପ୍ରେମ କେଉଁ କାହାଣୀରେ ନାହିଁ
ଏମିତିକା ପ୍ରେମ କେଉଁ କାହାଣୀରେ ନାହିଁ

Othare Tumara Hasa Odia Song Lyrics In Odia Font

Thank You


Comments