Rahibaku De Mate Odia Song Lyrics In Odia Font

ODIA SONG LYRICS

ରହିବାକୁ ଦେ ମତେ ରହିବାକୁ ଦେ
ହୃଦୟରେ ତୋର ମତେ ରହିବାକୁ ଦେ

Rahibaku De Mate Odia Song Lyrics In Odia Language

ପୁଅ
ରହିବାକୁ ଦେ ମତେ ରହିବାକୁ ଦେ
ହୃଦୟରେ ତୋର ମତେ ରହିବାକୁ ଦେ
ମନଟା ବିଚାରା କେବେଠୁ ବେଘର
ସାହାରା ଟିକେ ତୁ ଦେ ଦେ ଦେ
ଝିଅ
ଭିଜିବାକୁ ଦେ ମତେ ଭିଜିବାକୁ ଦେ
ଭଲ ପାଇବାରେ ତୋର ଭିଜିବାକୁ ଦେ
ଚାତକ ପରି ମୁଁ କେବେଠୁ ଶୋଷିଲା
ବରଷା ଟିକେ ତୁ ଦେ ଦେ ଦେ
ପୁଅ
ରହିବାକୁ ଦେ ମତେ ରହିବାକୁ ଦେ
ହୃଦୟରେ ତୋର ମତେ ରହିବାକୁ ଦେ



ପୁଅ
ରେଶମୀ ଅନ୍ଧାର ଚାଦର ଘୋଡେଇ
ସଞ୍ଜ ଆସେ କହିବାକୁ
ଝିଅ
ହୋ ଜୋଛନାରେ ଭିଜି ପ୍ରେମର ନିଆଁରେ
ଭଲ ଲାଗେ ଜଳିବାକୁ
ଭଲ ଲାଗେ ଜଳିବାକୁ
ପୁଅ
ଜଳିବାକୁ ଦେ ମତେ ଜଳିବାକୁ ଦେ
ତୋ ପ୍ରେମ ନିଆଁରେ ମତେ ଜଳିବାକୁ ଦେ
ଝିଅ
ଜାଣିନି କୁଆଡେ ଯାଉଚି ଏ ପାଦ
ଠିକଣା ଟିକେ ତୁ ଦେ ଦେ ଦେ
ପୁଅ
ରହିବାକୁ ଦେ ମତେ ରହିବାକୁ ଦେ
ଝିଅ
ହୃଦୟରେ ତୋର ମତେ ରହିବାକୁ ଦେ



ଝିଅ
ଗୋଲାପୀ ଗୋଲାପୀ ଋତୁ ଏ ପ୍ରେମର
ସୁନେଲି ସୁନେଲି ଖରା
ପୁଅ
ହୋ ତୁ ଥିଲେ ପାଖରେ ପ୍ରତିଟି ମୁହୂର୍ତ୍ତ
ମିଠା ମିଠା ମହୁ ଝରା
ମିଠା ମିଠା ମହୁ ଝରା
ଝିଅ
ହଜିବାକୁ ଦେ ମତେ ହଜିବାକୁ ଦେ
ଗୋଲାପୀ ଋତୁରେ ମତେ ହଜିବାକୁ ଦେ
ପୁଅ
ପ୍ରେମର ତୀରରେ ମନଟା ଘାଇଲା
ଔଷଧ ଟିକେ ତୁ ଦେ..
ଝିଅ
ରହିବାକୁ ଦେ ମତେ ରହିବାକୁ ଦେ
ହୃଦୟରେ ତୋର ମତେ ରହିବାକୁ ଦେ

Rahibaku De Mate Odia Song Lyrics In Odia Font

Thank You

Comments