Rati Chhotaku Ethi Odia Song Lyrics In Odia Font

ODIA SONG LYRICS

ରାତି ଛୋଟକୁ ଏଠି ସପନ ବେଶି

Rati Chhotaku Ethi Odia Song Lyrics In Odia Language

ପୁଅ
ହେ ହେ ଏ..ଓ ହୋ ଓ..ହୁଁ... ଓ..
ରାତି ଛୋଟକୁ ଏଠି ସପନ ବେଶି
ହୃଦୟ ବଡ ହେଲେ ଅଳପ ଖୁସି
ହୁଁ ରାତି ଛୋଟକୁ ଏଠି ସପନ ବେଶି
ହୃଦୟ ବଡ ହେଲେ ଅଳପ ଖୁସି
ରାଗ ଭୁଲି ଦେ ତୁ ହସି
ତୁ ଥା ମୁଁ ଯାଉଚି ରୁଷି
ତୁ ଥା ମୁଁ ଯାଉଚି ରୁଷି
ତୁ ଥା...ତୁ ଥା ମୁଁ ଯାଉଚି ରୁଷି
ତୁ ଥା ମୁଁ ଯାଉଚି ରୁଷି



ପୁଅ
ଛୋଟ ଛୋଟ କଥାରେ ମିଛ ରାଗ ରୁଷାରେ
ଫିକା ଲାଗେ ମିଠା ଜୀବନ
ପୁରି ଗଲେ କଳସି ଲୁହ ଯାଏ ବରଷି
ଚୁନା ହୁଏ ସୁନା ସପନ
ଛୋଟ ଛୋଟ କଥାରେ ମିଛ ରାଗ ରୁଷାରେ
ଫିକା ଲାଗେ ମିଠା ଜୀବନ
ପୁରି ଗଲେ କଳସି ଲୁହ ଯାଏ ବରଷି
ଚୁନା ହୁଏ ସୁନା ସପନ
ଝିଅ
ମାନିଯା ମୋ ଧନ
ଗଢେଇ ଦେବି ତୋ ସପନ
ପୁଅ
ପାଖରେ ଅଛି ବୋଲି ରାଗୁଚୁ ବେଶି
ବିନା ଦୋଷରେ ମତେ କରୁଚୁ ଦୋଷୀ
ସ୍ନେହ ତୋର ହେଲାଣି ବାସି
ତୁ ଥା ମୁଁ ଯାଉଚି ରୁଷି
ତୁ ଥା ମୁଁ ଯାଉଚି ରୁଷି
ତୁ ଥା...ତୁ ଥା ମୁଁ ଯାଉଚି ରୁଷି
ତୁ ଥା ମୁଁ ଯାଉଚି ରୁଷି



ଝିଅ
ହୋ ହୋ ହୋ
ପୁଅ
ହୋ ହୋ ହୋ
ଝିଅ
ହୁଁ ହୁଁ
ପୁଅ
ଆହା ଆହା 
ଝିଅ
ଟିକେ ଟିକେ ସେନେହ ଟିକେ ଟିକେ କଳହ
ମଜା ତାର ଲାଗେ ନିଆଁରା
ପୁଅ
ଆରେ ତାକୁ ଯାଇ କହିଦେ ପଙ୍ଗା ଜଦି ନବ ସେ
କଥା ଏଠି ହବ ଦୋସରା
ଝିଅ
ଆରେ ରେ ରେ
ଟିକେ ଟିକେ ସେନେହ ଟିକେ ଟିକେ କଳହ
ମଜା ତାର ଲାଗେ ନିଆଁରା
ପୁଅ
ତାକୁ ଯାଇ କହିଦେ ପଙ୍ଗା ଜଦି ନବ ସେ
କଥା ଏଠି ହବ ଦୋସରା
ଝିଅ
ନାରେ ନା ନାରେ ନା
ମିଛରେ ଝଗଡା କରନା
ପୁଅ
କହୁଛି ରାଣ ଖାଇ ଗଲେ ମୁଁ ରୁଷି
ନେହୁରା ହେଇ ଯେତେ ଡାକିବ ଆସି
ଚାଲି ଗଲେ କାନ୍ଦିବ ବସି
ତୁ ଥା ମୁଁ ଯାଉଚି ରୁଷି
ତୁ ଥା ମୁଁ ଯାଉଚି ରୁଷି
ତୁ ଥା...ତୁ ଥା ମୁଁ ଯାଉଚି ରୁଷି
ତୁ ଥା ମୁଁ ଯାଉଚି ରୁଷି
ତୁ ଥା ମୁଁ ଯାଉଚି ରୁଷି
ତୁ ଥା ମୁଁ ଯାଉଚି ରୁଷି

Rati Chhotaku Ethi Odia Song Lyrics In Odia Font

Thank You


Comments