Sajani Sajani Odia Song Lyrics In Odia Font

ODIA SONG LYRICS

ସଜନୀ ସଜନୀ ସଜନୀ
ମୁଁ କାହାକୁ ଭଲ ପାଇନି

Sajani Sajani Odia Song Lyrics In Odia language

ସଜନୀ ସଜନୀ ସଜନୀ
ହୋ ସଜନୀ ସଜନୀ ସଜନୀ
ମୁଁ କାହାକୁ ଭଲ ପାଇନି
ହାଏ ରେ ମୁଁ କାହାକୁ ଭଲ ପାଇନି
ହୋ ଦେଇନି ଦେଇନି ଦେଇନି
ଦେଇନି ଦେଇନି ଦେଇନି
ମୁଁ ମନକୁ ବିକି ଦେଇନି
ହାଏ ରେ ମୁଁ କାହାକୁ ଭଲ ପାଇନି



ହାତ ଗଣ୍ଠି ବେଳେ ସାଖି ରଖି ଦିଅ
ତୁମେ ହେଲ ମୋରି ପାଇଁ
ସାତ ଜନମକୁ ତୁମ ଠାରେ ବନ୍ଧା
ଏ କଥା କି ଜଣା ନାହିଁ
ହାତ ଗଣ୍ଠି ବେଳେ ସାଖି ରଖି ଦିଅ
ତୁମେ ହେଲ ମୋରି ପାଇଁ
ହୋ ସାତ ଜନମକୁ ତୁମ ଠାରେ ବନ୍ଧା
ଏ କଥା କି ଜଣା ନାହିଁ
ହୋ ହେଇନି ହେଇନି ହେଇନି
ହୋ ହେଇନି ହେଇନି ହେଇନି
ମୁଁ କାହାର ହେଇ ଯାଇନି
ହାଏ ରେ କାହାର ହେଇ ଯାଇନି
ହୋ ସଜନୀ ସଜନୀ ସଜନୀ
ମୁଁ କାହାକୁ ଭଲ ପାଇନି
ହାଏ ରେ ମୁଁ କାହାକୁ ଭଲ ପାଇନି



ଚୋଉଠି ରାତିରେ ପହିଲି ଛୁଆଁରେ
ମୁଁ ପରା ତୁମରି ହେଲି
ଦେହ ଛୁଇଁ ତମ ଖାଇ ଥିଲି ରାଣ
ଏ କଥା କି ମନେ ନାହିଁ 
ଚୋଉଠି ରାତିରେ ପହିଲି ଛୁଆଁରେ
ମୁଁ ପରା ତୁମରି ହେଲି
ହାଏ ଦେହ ଛୁଇଁ ତମ ଖାଇ ଥିଲି ରାଣ
ଏ କଥା କି ମନେ ନାହିଁ 
ହେ ଛୁଇଁନି ଛୁଇଁନି ଛୁଇଁନି
ହୋ ଛୁଇଁନି ଛୁଇଁନି ଛୁଇଁନି
ମୁଁ କାହାକୁ କେବେ ଛୁଇଁନି 
ହାଏ ରେ ମୁଁ କାହାକୁ କେବେ ଛୁଇଁନି
ସଜନୀ ସଜନୀ ସଜନୀ
ମୁଁ କାହାକୁ ଭଲ ପାଇନି
ହାଏ ରେ ମୁଁ ମନକୁ ବିକି ଦେଇନି
ହାଏ ରେ କାହାର ହେଇ ଯାଇନି
ଓ କାହାକୁ କେବେ ଛୁଇଁନି

Sajani Sajani Odia Song Lyrics In Odia Font

Thank You


Comments