Srabanara Rutu Thiba Odia Song Lyrics In Odia Font

ODIA SONG LYRICS

ଶ୍ରାବଣର ଋତୁ ଥିବ ଆକାଶରୁ ଝରୁଥିବ


Srabanara Rutu Thiba Odia Song Lyrics In Odia Language

ଶ୍ରାବଣର ଋତୁ ଥିବ ଆକାଶରୁ ଝରୁଥିବ
ଶ୍ରାବଣର ଋତୁ ଥିବ ଆକାଶରୁ ଝରୁଥିବ
ସାରା ରାତି ଝିପି ଝିପି ବର୍ଷା
ତମେ ଆଉ ମୁଁ ମିଶି
ଚାଲୁ ଥିବା ପାଖା ପାଖି
ଆଗେ ଥିବ ସରନ୍ତି ରାସ୍ତା
ଓ...ଶ୍ରାବଣର ଋତୁ ଥିବ ଆକାଶରୁ ଝରୁଥିବ



ପବନର ଧିରେ ଧିରେ ଗତି ବଢୁଥିବ
ବରଷାର ଧିରେ ଧିରେ ତାତି ବଢୁଥିବ
ହୁଁ ପବନର ଧିରେ ଧିରେ ଗତି ବଢୁଥିବ
ବରଷାର ଧିରେ ଧିରେ ତାତି ବଢୁଥିବ
ଦେହ ଜଳୁଥିବ ଉପରକୁ ଲାଗୁଥିବ ଓଦା
ତମେ ଆଉ ମୁଁ ମିଶି
ଚାଲୁ ଥିବା ପାଖା ପାଖି
ଆଗେ ଥିବ ସରନ୍ତି ରାସ୍ତା
ଓ...ଶ୍ରାବଣର ଋତୁ ଥିବ ଆକାଶରୁ ଝରୁଥିବ



ବଢୁଥିବ ଧିରେ ଧିରେ ରାତିର ବୟସ
ବଢୁଥିବ ଧିରେ ଧିରେ ମନ ତଳ ଶୋଷ
ହୁଁ ବଢୁଥିବ ଧିରେ ଧିରେ ରାତିର ବୟସ
ବଢୁଥିବ ଧିରେ ଧିରେ ମନ ତଳ ଶୋଷ
ଓଠ ତୁନି ଥିବ ସାରା ଦେହ କହୁଥିବ କଥା
ତମେ ଆଉ ମୁଁ ମିଶି
ଚାଲୁ ଥିବା ପାଖା ପାଖି
ଆଗେ ଥିବ ସରନ୍ତି ରାସ୍ତା
ଓ...ଶ୍ରାବଣର ଋତୁ ଥିବ ଆକାଶରୁ ଝରୁଥିବ

ଶ୍ରାବଣର ଋତୁ ଥିବ ଆକାଶରୁ ଝରୁଥିବ
ସାରା ରାତି ଝିପି ଝିପି ବର୍ଷା
ତମେ ଆଉ ମୁଁ ମିଶି
ଚାଲୁ ଥିବା ପାଖା ପାଖି
ଆଗେ ଥିବ ସରନ୍ତି ରାସ୍ତା
ଆଗେ ଥିବ ସରନ୍ତି ରାସ୍ତା
ଓ...ଆଗେ ଥିବ ସରନ୍ତି ରାସ୍ତା

Srabanara Rutu Thiba Odia Song Lyrics In Odia Font

Thank You


Comments