Tate Bhalapae Mu Odia Song Lyrics In Odia Font

ODIA SONG LYRICS

ନା ବରଷାକୁ ନା ବିଜୁଳିକୁ ନା ବଉଦକୁ

Tate Bhalapae Mu Odia Song Lyrics In Odia Language

ପୁଅ
ହେ ଲା ଲା ଲା
ହେ ଲା ଲା ଲା
ଲା ଲା ଲା ଲା ଲା ଲା

ପୁଅ
ନା ବରଷାକୁ ନା ବିଜୁଳିକୁ ନା ବଉଦକୁ
ତୋ ବିନା ଏ ମନ ଦେଇନି କାହାକୁ
ତୋ ବିନା ଏ ମନ ଦେଇନି କାହାକୁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ଝିଅ
ନା ଫଗୁଣକୁ ନା ଶ୍ରାବଣକୁ ନା ପବନକୁ
ତୋ ବିନା ଜୀବନେ ଭାବିନି କାହାକୁ
ତୋ ବିନା ଜୀବନେ ଭାବିନି କାହାକୁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ



ପୁଅ
ଦିନର ଆରମ୍ଭ ସିନା ସକାଳରୁ ହୁଏ
ମୋ ସକାଳ ଆରମ୍ଭ ତୋ ଭାବନାରୁ ହୁଏ
ଝିଅ
ରାତିର ଆରମ୍ଭ ସିନା ମୋ ନିଦରୁ ହୁଏ
ମୋ ନିଦର ଆରମ୍ଭ ତୋ ସପନରୁ ହୁଏ
ପୁଅ
ତୋ ବିନା ସପନେ ଦେଖିନି କାହାକୁ
ତୋ ବିନା ସପନେ ଦେଖିନି କାହାକୁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ଝିଅ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ



ଝିଅ
ନଦୀର ଠିକଣା ସିନା ସାଗରରେ ଶେଷ
ମୋ ବାଟ ମୋ ଠିକଣା ତୋ ପାଖରେ ଶେଷ
ପୁଅ
ଫଗୁଣର ରଙ୍ଗ ସବୁ ଫୁଲ ପାଖେ ଶେଷ
ମୋ ପ୍ରେମର ସବୁ ରଙ୍ଗ ତୋ ପ୍ରେମରେ ଶେଷ
ଝିଅ
ତୋ ବିନା ମୁଁ ଆଉ ଚାହେଁନି କାହାକୁ
ତୋ ବିନା ମୁଁ ଆଉ ଚାହେଁନି କାହାକୁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ପୁଅ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ

Tate Bhalapae Mu Odia Song Lyrics In Odia Font

Thank You

Comments