Tu Dakilu Mu Sunili Odia Song Lyrics In Odia Font

ODIA SONG LYRICS

ତୁ ଡାକିଲୁ ମୁଁ ଶୁଣିଲି
ମୁଁ ଡାକିଲି ତୁ ଶୁଣିଲୁ

Tu Dakilu Mu Sunili Odia Song Lyrics In Odia Language

ପୁଅ
ତୁ ଡାକିଲୁ ମୁଁ ଶୁଣିଲି
ମୁଁ ଡାକିଲି ତୁ ଶୁଣିଲୁ
ଆଖିରେ ଆଖିରେ ଆଖିରେ ଆଖିରେ
ହୁଁ ଆଖିରେ ଆଖିରେ ଆଖିରେ ଆଖିରେ
ଝିଅ
ତୁ ଲେଖିଲୁ ମୁଁ ପଢ଼ିଲି
ମୁଁ ଲେଖିଲି ତୁ ପଡ଼ିଲୁ 
ଆଖିରେ ଆଖିରେ ଆଖିରେ ଆଖିରେ
ହୁଁ ଆଖିରେ ଆଖିରେ ଆଖିରେ ଆଖିରେ



ପୁଅ
ହଉ ହଉ ହେଇଗଲା ହବାର ନଥିଲା
ଦେଖା ହବ ବୋଲି କେବେ କଥା ତ ନଥିଲା
ଝିଅ
ଏଣୁ ତେଣୁ ଗପୁ ଗପୁ ଭଲ ବି ଲାଗିଲା
ଅନ୍ତରଙ୍ଗ ହଉ ହଉ ଅନ୍ତର ମିଶିଲା
ପୁଅ
ତୁ ହଜିଲୁ ମୁଁ ଖୋଜିଲି
ମୁଁ ହଜିଲି ତୁ ଖୋଜିଲୁ
ଆଖିରେ ଆଖିରେ ଆଖିରେ ଆଖିରେ
ହୁଁ ଆଖିରେ ଆଖିରେ ଆଖିରେ ଆଖିରେ



ଝିଅ 
ଏ ବାଟରେ ଚାଲିବାଟା ସହଜ ନଥିଲା
କେତେ ଝଡ କେତେ ଝଞ୍ଜା ବହି ଚାଲିଗଲା
ପୁଅ
ଫୁଲ ଥିଲେ କଣ୍ଟା ଥିବ ଦିନ ଥିଲେ ରାତି
ସବୁ ଭଲ ପାଇବାର କାହାଣୀ ଏମିତି
ଝିଅ
ତୁ ଠାରିଲୁ ମୁଁ ବୁଝିଲି
ମୁଁ ଠାରିଲି ତୁ ବୁଝିଲୁ
ଆଖିରେ ଆଖିରେ ଆଖିରେ ଆଖିରେ
ପୁଅ
ଆଖିରେ ଆଖିରେ ଆଖିରେ ଆଖିରେ

Tu Dakilu Mu Sunili Odia Song Lyrics In Odia Font

Thank You

Comments