Balyakalu Dharma Dhana Mu Odia Song Lyrics In Odia Font

ODIA SONG LYRICS

ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି

Balyakalu Dharma Dhana Mu Odia Song Lyrics In Odia Language

ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି
ଏ ଜୀବନ ଅନିଶ୍ଚିତ
କେଜାଣି କାହାର ଆଜି ମୃତ୍ୟୁ କାଳ
ହୋଇଯିବ ଉପସ୍ଥିତ


ଖୁଦ୍ର କୀଟ ଉଇ ଅଳ୍ପ ଅଳ୍ପ କରି
ରଚଇଵା ଅନେକ ଘର
ମୁହିଁ ସେହି ପରି ସଞ୍ଚିବି ଯତନେ
ପୁଣ୍ୟ ଧନ ନିରନ୍ତର


ବାକ୍ୟରେ ମନରେ କି ଅବା କର୍ମରେ
ନ କରିବି କପାଚାର
କି ଯିବି ଅସତ୍ୟ ହିଂସା କପଟ ତ
ଲୋଭ କ୍ରୋଧ ଅହଙ୍କାର


ସର୍ବ ଅଧିପତି ସର୍ବ ଅନ୍ତର୍ଯ୍ୟାମୀ
ସର୍ବ ଶୁଭ ବୁଦ୍ଧି ଦାତା
ଧର୍ମର ଆକର ଅଟନ୍ତି ଈଶ୍ୱର
ସର୍ବ ଭୁବନ ବିଧାତା


ସତ୍ୟ ମନେରଖି ସତ୍ୟକୁ ବୁଝିବ
ଦଇବ ସତ୍ୟର ଜୟ
ମଙ୍ଗଳ କାଯ୍ୟରେ ଲାଗିଥିବ ସଦା
କି ଜିଣ ସକଳ ଭୟ

ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି
ଏ ଜୀବନ ଅନିଶ୍ଚିତ
କେଜାଣି କାହାର ଆଜି ମୃତ୍ୟୁ କାଳ
ହୋଇଯିବ ଉପସ୍ଥିତ

Balyakalu Dharma Dhana Mu Odia Prathana Lyrics In Odia Font

Thank You


Comments

ଅଶେଷ ଅଶେଷ ଧନ୍ୟବାଦ, ସୁନ୍ଦର ପ୍ରୟାସ ଏ ପ୍ରାର୍ଥନା ଲାଗି।