Bhajan Sandhyare Tu Odia Song Lyrics In Odia Font

ODIA SONG LYRICS

ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ



Bhajan Sandhyare Tu Odia Song Lyrics In Odia Language

ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ
ହୋ ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ


ହୋ ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ
ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ
ମୋ ସୁରରେ ତାଳରେ
ମୋ ତୁଳସୀ ମାଳରେ
ମୋ ସୁରରେ ତାଳରେ
ମୋ ତୁଳସୀ ମାଳରେ
ତୁ ତୁ ରେ କାଳିଆ ତୁ
ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ
ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ



ତୋ ହାତ ତିଆରି ମାଟି କଣ୍ଢେଇ ମୁଁ
ତୋ ହାତରେ ଯିବି ଭାଙ୍ଗି
ତୋ ହାତରେ ଯିବି ଦିନେ ଭାଙ୍ଗି
ଦୁଇ ଦିନର ଏ ଜୀବନକୁ ମୋର
ଉଧାର ଆଣିଚି ମାଗି
ଉଧାର ଆଣିଚି ତୋଠୁ ମାଗି
ହୋ ପୁରାଣ ଗୀତାରେ ତୁ
ଚନ୍ଦନ ଚିତାରେ ତୁ
ପୁରାଣ ଗୀତାରେ ତୁ
ଚନ୍ଦନ ଚିତାରେ ତୁ
ମୋ କଥାରେ ଗୀତରେ
ମୋ ହୃଦୟ ଭିତରେ
ମୋ କଥାରେ ଗୀତରେ
ମୋ ହୃଦୟ ଭିତରେ
ତୁ ତୁ ରେ କାଳିଆ ତୁ
ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ
ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ



ଜନମ ଦେଇଚି ଜନନୀ ସିନାରେ
କରମ ଦେଇଚୁ ମତେ
କରମ ଦେଇଚୁ ତୁ ମତେ
ଷଠି ଘରଠାରୁ ସ୍ୱର୍ଗଦ୍ୱାର ଯାଏଁ
ଭରଷା କରିଚି ତତେ
ଭରଷା କରିଚି ମୁଁ ତତେ
ହୋ ଜୀବନ ବାଟରେ ତୁ
ଧରମ ଘାଟରେ ତୁ
ଜୀବନ ବାଟରେ ତୁ
ଧରମ ଘାଟରେ ତୁ
ମୋ ପାପରେ ପୁଣ୍ୟରେ
ମୋ ହସରେ ଲୁହରେ
ମୋ ପାପରେ ପୁଣ୍ୟରେ
ମୋ ହସରେ ଲୁହରେ
ତୁ ତୁ ରେ କାଳିଆ ତୁ
ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ
ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ

ମୋ ସୁରରେ ତାଳରେ
ମୋ ତୁଳସୀ ମାଳରେ
ମୋ ସୁରରେ ତାଳରେ
ମୋ ତୁଳସୀ ମାଳରେ
ତୁ ତୁ ରେ କାଳିଆ ତୁ
ଭଜନ ସନ୍ଧ୍ୟାରେ ତୁ
ସକାଳ ପୂଜାରେ ତୁ
ପୁରାଣ ଗୀତାରେ ତୁ
ଚନ୍ଦନ ଚିତାରେ ତୁ
ଜୀବନ ବାଟରେ ତୁ
ଧରମ ଘାଟରେ ତୁ





Bhajan Sandhyare Tu Odia Song Lyrics In Odia Font

Bhajana Sandhyare Tu
Sakala Pujare Tu
Ho Bhajana Sandhyare Tu
Sakala Pujare Tu

Ho Bhajana Sandhyare Tu
Sakala Pujare Tu
Bhajana Sandhyare Tu
Sakala Pujare Tu
Mo Surare Talare
Mo Tulasi Malare
Mo Surare Talare
Mo Tulasi Malare
Tu Tu Re Kalia Tu
Bhajana Sandhyare Tu
Sakala Pujare Tu
Bhajana Sandhyare Tu
Sakala Pujare Tu




To Hata Tiari Mati Kandhei Mu
To Hatare Jibi Bhangi
To Hatare Jibi Dine Bhangi
Dui Dinara A Jibanaku Mora
Udhara Anichi Magi
Udhara Anichi Tothu Magi
Ho Purana Gitare Tu
Chandana Chitare Tu
Purana Gitare Tu
Chandana Chitare Tu
Mo Kathare Gitare
Mo Hrudaya Bhitare
Mo Kathare Gitare
Mo Hrudaya Bhitare
Tu Tu Re Kalia Tu
Bhajana Sandhyare Tu
Sakala Pujare Tu
Bhajana Sandhyare Tu
Sakala Pujare Tu




Janama Deichi Janani Sinare
Karama Deichu Mate
Karama Deichu Tu Mate
Sathi Gharatharu Swargadwara Jaen
Bharasa Karichi Tate
Bharasa Karichi Mu Tate
Ho Jibana Batare Tu
Dharama Ghatare Tu
Jibana Batare Tu
Dharama Ghatare Tu
Mo Papare Punyare
Mo Hasare Luhare
Mo Papare Punyare
Mo Hasare Luhare
Tu Tu Re Kalia Tu
Bhajana Sandhyare Tu
Sakala Pujare Tu
Bhajana Sandhyare Tu
Sakala Pujare Tu

Mo Surare Talare
Mo Tulasi Malare
Mo Surare Talare
Mo Tulasi Malare
Tu Tu Re Kalia Tu
Bhajana Sandhyare Tu
Sakala Pujare Tu
Purana Gitare Tu
Chandana Chitare Tu
Jibana Batare Tu
Dharama Ghatare Tu


Thank You


Comments