Dhik To Premaku Odia Song Lyrics In Odia Font

ODIA SONG LYRICS

ଧିକ ତୋ ପ୍ରେମକୁ ଦୂରୁ ଜୁହାର

Dhik To Premaku Odia Song Lyrics In Odia Language

ହୋ......ହୋ......
ଭୁଲିଗଲୁ ପ୍ରେମକୁ ମୋ ହେଲୁ ସ୍ୱାର୍ଥପର
ଚାଲିଗଲୁ ହାତ ଛାଡି ଆଉ କାହା ଘର
ହୋ.....ହୋ.....ହୋ.....ଓ.....
ଭୁଲିଗଲୁ ପ୍ରେମକୁ ମୋ ହେଲୁ ସ୍ୱାର୍ଥପର
ଚାଲିଗଲୁ ହାତ ଛାଡି ଆଉ କାହା ଘର
କେଡେ ଧୋକାବାଜ ତୁ
କେଡେ ବେଈମାନ ତୁ
କେଡେ ଧୋକାବାଜ ତୁ
କେଡେ ବେଈମାନ ତୁ
ଭାଙ୍ଗିଦେଲୁ ମୋ ହୃଦୟ କଲୁ ସାତ ପର
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ଧିକ ତୋ ପ୍ରେମକୁ ଦୂରୁ ଜୁହାର



ହୃଦୟ ହୀନା ତୋ ହୃଦୟ ନାହିଁ
ପ୍ରେମକୁ ମୋର ତୁ ବୁଝିବୁ କାହିଁ
ହୋ ହୃଦୟ ହୀନା ତୋ ହୃଦୟ ନାହିଁ
ପ୍ରେମକୁ ମୋର ତୁ ବୁଝିବୁ କାହିଁ
ଖେଳିଲୁ ମତେ ତୁ ଖେଳନା ଭାବି
ଭାଙ୍ଗିଦେଲୁ ମନ କାଚ କଣ୍ଢେଇ ଭାବି
କେଡେ ନିରିଦୟ ତୁ
କେତେ ସ୍ୱାର୍ଥପର ତୁ
କେଡେ ନିରିଦୟ ତୁ
କେତେ ସ୍ୱାର୍ଥପର ତୁ
ଜାଳିଦେଲୁ ମନକୁ ମୋ ହେଲି ଯାଯାବର
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ଧିକ ତୋ ପ୍ରେମକୁ ଦୂରୁ ଜୁହାର



ଭରିଲୁ ବିଷ ତୁ ବିଶ୍ୱାସେ ମୋର
ମାରିଲୁ ଛୁରୀ ତୁ ଛାତିରେ ମୋର
ହାଏ ଭରିଲୁ ବିଷ ତୁ ବିଶ୍ୱାସେ ମୋର
ମାରିଲୁ ଛୁରୀ ତୁ ଛାତିରେ ମୋର
ତଥାପି ମନ ମୋ ଝୁରୁଚି କାଇଁ
ପାରୁନିରେ ଭୁଲି ଯେତେ ଚାହିଁଲେ କାଇଁ
କେଡେ ଅଵିଵେକୀ ତୁ
କେଡେ ବେଦରଦି ତୁ
କେଡେ ଅଵିଵେକୀ ତୁ
କେଡେ ବେଦରଦି ତୁ
ଚୁନା କଲୁ ମୋ ସପନ ଦେଲୁ ଉପହାର
ଧିକ ତୋ ପ୍ରେମକୁ ଦୂରୁ ଜୁହାର
ଧିକ ତୋ ପ୍ରେମକୁ ଦୂରୁ ଜୁହାର

Dhik To Premaku Odia Song Lyrics In Odia Font

Thank You


Comments