Rati Pahigala Sejare Odia Song Lyrics In Odia Font

ODIA SONG LYRICS

ରାତି ପାହିଗଲା ଶେଜରେ
ରାଧା ଶୋଇ ନାହିଁ ନିଦରେ

Rati Pahigala Sejare Sejare Odia Song Lyrics In Odia Language

ରାତି ପାହିଗଲା ଶେଜରେ
ରାଧା ଶୋଇ ନାହିଁ ନିଦରେ

ରାତି ପାହିଗଲା ଶେଜରେ
ରାଧା ଶୋଇ ନାହିଁ ନିଦରେ
ଓ...ରାତି ପାହିଗଲା ଶେଜରେ ଶେଜରେ
ରାଧା ଶୋଇ ନାହିଁ ନିଦରେ
ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ
ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ
ତା ବଇଁଶୀ ତା ନୁପୁର
ତା ବଇଁଶୀ ତା ନୁପୁର ଶୁଭିବନି କୁଞ୍ଜରେ
ରାତି ପାହିଗଲା ଶେଜରେ ଶେଜରେ
ରାଧା ଶୋଇ ନାହିଁ ନିଦରେ
ଓ...ରାତି ପାହିଗଲା ଶେଜରେ ଶେଜରେ
ରାଧା ଶୋଇ ନାହିଁ ନିଦରେ


ଗୋପରେ ଲିଭିବ ସେ ଗୋପ ଚନ୍ଦ୍ରମା
ଡର ଲାଗେ କାଳେ ଫେରିବନି ଜମା
ହୋ..ଗୋପରେ ଲିଭିବ ସେ ଗୋପ ଚନ୍ଦ୍ରମା
ଡର ଲାଗେ କାଳେ ଫେରିବନି ଜମା
ଯମୁନା ବଢିବ ରାଧାର ଲୁହରେ
ଗୋଠ ଥରିଯିବ ବଉଳ କୋହରେ
କିଏ ଆଉ ଯିବ କାହିଁ
କିଏ ଆଉ ଯିବ କାହିଁ ଯମୁନାକୁ ସଞ୍ଜରେ
ରାତି ପାହିଗଲା ଶେଜରେ ଶେଜରେ
ରାଧା ଶୋଇ ନାହିଁ ନିଦରେ
ଓ...ରାତି ପାହିଗଲା ଶେଜରେ ଶେଜରେ
ରାଧା ଶୋଇ ନାହିଁ ନିଦରେ


ସକାଳ ସୁରୁଜ ଆସିଲେ ଦେଖିବ
ଗୋପପୁର ସାରା ନିରସ ନିରବ
ସକାଳ ସୁରୁଜ ଆସିଲେ ଦେଖିବ
ଗୋପପୁର ସାରା ନିରସ ନିରବ
ଗଛଲତା ସବୁ ପଡିଚି ଝାଉଁଳି
କାହ୍ନୁ କାହ୍ନୁ କାହ୍ନୁ ବୋଲି ଯଶୋଦା ବାଉଳି
କିଏ ଆଉ ଭାଙ୍ଗିବ ଲୋ
କିଏ ଆଉ ଭାଙ୍ଗିବ ଲୋ ଦହିହାଣ୍ଡି ଗୋପରେ
ରାତି ପାହିଗଲା ଶେଜରେ ଶେଜରେ
ରାଧା ଶୋଇ ନାହିଁ ନିଦରେ

ଓ...ରାତି ପାହିଗଲା ଶେଜରେ ଶେଜରେ
ରାଧା ଶୋଇ ନାହିଁ ନିଦରେ
ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ
ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ
ତା ବଇଁଶୀ ତା ନୁପୁର
ତା ବଇଁଶୀ ତା ନୁପୁର ଶୁଭିବନି କୁଞ୍ଜରେ
ରାତି ପାହିଗଲା ଶେଜରେ ଶେଜରେ
ରାଧା ଶୋଇ ନାହିଁ ନିଦରେ


Rati Pahigala Sejare Sejare Odia Song Lyrics In Odia Language

Thank You

Comments