Aalo Tulasi Mandira Jiba Odia Song Lyrics In Odia Font

ODIA SONG LYRICS

ଆଲୋ ତୁଳସୀ ମନ୍ଦିର ଯିବା

Aalo Tulasi Mandira Jiba Odia Song Lyrics In Odia Language

ଆଲୋ ତୁଳସୀ ମନ୍ଦିର ଯିବା
ଦୁଃଖ ପକେଇକି ସୁଖ ଆଣିବା
ଆଲୋ ତୁଳସୀ ମନ୍ଦିର ଯିବା
ଦୁଃଖ ପକେଇକି ସୁଖ ଆଣିବା
ଆଲୋ ଆଲୋ ଆଲୋ ଆଲୋ ତୁଳସୀ ଆ...
ଶିବ ଦରବାର ପରା ସୋମ ବାରିଆ
ଲୋ ଶିବ ଦରବାର ପରା ସୋମ ବାରିଆ
ଆଲୋ ତୁଳସୀ ମନ୍ଦିର ଯିବା
ଦୁଃଖ ପକେଇକି ସୁଖ ଆଣିବା



ଶିବ ଦରବାର ଖୋଲା ରହିଅଛି
କେବଳ ଦୁଃଖିଙ୍କ ପାଇଁ
ଲୋ ତୁଳସୀ କେବଳ ଦୁଃଖିଙ୍କ ପାଇଁ
ବେଲ ପତ୍ର ସେତ ନିବେଦନ ପତ୍ର
ଦୁଃଖ ପଦେ ଲେଖା ଥାଇ
ଲୋ ତୁଳସୀ ଦୁଃଖ ପଦେ ଲେଖା ଥାଇ
ଶିବ ଦରବାର ଖୋଲା ରହିଅଛି
କେବଳ ଦୁଃଖିଙ୍କ ପାଇଁ
ଲୋ ତୁଳସୀ କେବଳ ଦୁଃଖିଙ୍କ ପାଇଁ
ବେଲ ପତ୍ର ସେତ ନିବେଦନ ପତ୍ର
ଦୁଃଖ ପଦେ ଲେଖା ଥାଇ
ଲୋ ତୁଳସୀ ଦୁଃଖ ପଦେ ଲେଖା ଥାଇ
ଆଲୋ ଆଲୋ ଆଲୋ ଆଲୋ ତୁଳସୀ ଆ...
ବେଲ ପତ୍ର ସଙ୍ଗେ ଧରି ପାଣି ଗରିଆ
ଲୋ ବେଲ ପତ୍ର ସଙ୍ଗେ ଧରି ପାଣି ଗରିଆ
ଆଲୋ ତୁଳସୀ ମନ୍ଦିର ଯିବା
ଦୁଃଖ ପକେଇକି ସୁଖ ଆଣିବା



ଶିବ ଦରଵାରେ ତୁରନ୍ତ ବିଚାର
ଶିବ ଯେ ସଂସାରେ ପ୍ରିୟ
ଲୋ ତୁଳସୀ ଶିବ ଯେ ସଂସାରେ ପ୍ରିୟ
ସୋମବାର ଦିନ ଶିବ ମନ୍ଦିରକୁ
ଛୁଟୁଚି ଭକତ ସୁଅ
ଲୋ ତୁଳସୀ ଛୁଟୁଚି ଭକତ ସୁଅ
ଶିବ ଦରଵାରେ ତୁରନ୍ତ ବିଚାର
ଶିବ ଯେ ସଂସାରେ ପ୍ରିୟ
ଲୋ ତୁଳସୀ ଶିବ ଯେ ସଂସାରେ ପ୍ରିୟ
ସୋମବାର ଦିନ ଶିବ ମନ୍ଦିରକୁ
ଛୁଟୁଚି ଭକତ ସୁଅ
ଲୋ ତୁଳସୀ ଛୁଟୁଚି ଭକତ ସୁଅ
ଆଲୋ ଆଲୋ ଆଲୋ ଆଲୋ ତୁଳସୀ ଆ......
ସୋମବାର ଜୁଆରୀଆ ଦୟା ଦରିଆ
ଲୋ ସୋମବାର ଜୁଆରୀଆ ଦୟା ଦରିଆ
ଆଲୋ ତୁଳସୀ ମନ୍ଦିର ଯିବା
ଦୁଃଖ ପକେଇକି ସୁଖ ଆଣିବା
ଆଲୋ ତୁଳସୀ ମନ୍ଦିର ଯିବା
ଦୁଃଖ ପକେଇକି ସୁଖ ଆଣିବା
ଆଲୋ ଆଲୋ ଆଲୋ ଆଲୋ ତୁଳସୀ ଆ...
ଶିବ ଦରବାର ପରା ସୋମ ବାରିଆ
ଲୋ ଶିବ ଦରବାର ପରା ସୋମ ବାରିଆ
ଶିବ ଦରବାର ପରା ସୋମ ବାରିଆ
ଲୋ ଶିବ ଦରବାର ପରା ସୋମ ବାରିଆ

Aalo Tulasi Mandira Jiba Odia Song Lyrics In Odia Font

Thank You


Comments