Dhanya Tora Banka Chahani Odia Song Lyrics In Odia Font

ODIA SONG LYRICS

ଧନ୍ୟ ତୋର ବାଙ୍କ ଚାହାଣି


Dhanya Tora Banka Chahani Odia Song Lyrics In Odia Language

ନ୍ୟ ତୋର ବାଙ୍କ ଚାହାଣି
ତୋତେ ଗଢ଼ିଚି କେଉଁ ବିନ୍ଧାଣି
ଧନ୍ୟ ତୋର ବାଙ୍କ ଚାହାଣି
ତୋତେ ଗଢ଼ିଚି କେଉଁ ବିନ୍ଧାଣି
ଭାସୁଥିଲୁ ମହୋଦଧି କୂଳେ...
ତୋତେ ଆଣିଚି ପାଣିରୁ ଛାଣି
ତୋତେ ଆଣିଚି ପାଣିରୁ ଛାଣି
ତୋତେ ଆଣିଚି ପାଣିରୁ ଛାଣି
ତୋତେ ଆଣିଚି ପାଣିରୁ ଛାଣି



କଳା ଦେହେ ତୋର
କଳା କେ ବୋଳିଲା
କାଳିଆ ତୋ ନାମ କିଏସେ ଦେଲା
ଦିନ ଗଣି ଗଣି ବାଇଶି ପାହାଚେ
ଅକାରଣେ ମୋର ଜୀବନ ଗଲା
କଳା ଦେହେ ତୋର
କଳା କେ ବୋଳିଲା
କାଳିଆ ତୋ ନାମ କିଏସେ ଦେଲା
ଦିନ ଗଣି ଗଣି ବାଇଶି ପାହାଚେ
ଅକାରଣେ ମୋର ଜୀବନ ଗଲା
ନାଚୁଥାଉ ଦେବଦାସୀ ମେଳେ...
ତୁ ରେ ଗୋପାଳ ମଉଡମଣି
ତୁ ରେ ଗୋପାଳ ମଉଡମଣି
ତୁ ରେ ଗୋପାଳ ମଉଡମଣି
ତୁ ରେ ଗୋପାଳ ମଉଡମଣି



ତୋତେ ଯେ ଗଢ଼ିଚି ମତେ ସେ ଗଢ଼ିଚି
ଆତ୍ମା ନାରାୟଣ ହୃଦୟରେ ଅଛି
ଜଗତ ଜଞ୍ଜାଳ ପଛକୁ ପକାଇ
ଅଚିନ୍ତା ମଣ୍ଡପେ ସେଇ ବସିଚି
ତୋତେ ଯେ ଗଢ଼ିଚି ମତେ ସେ ଗଢ଼ିଚି
ଆତ୍ମା ନାରାୟଣ ହୃଦୟରେ ଅଛି
ଜଗତ ଜଞ୍ଜାଳ ପଛକୁ ପକାଇ
ଅଚିନ୍ତା ମଣ୍ଡପେ ସେଇ ବସିଚି
ଭକତିରେ ଲୁଚକାଳି ଖେଳେ...
ସେ ଯେ ଘରଭଙ୍ଗା ବେଣୁପାଣି
ସେ ଯେ ଘରଭଙ୍ଗା ବେଣୁପାଣି
ସେ ଯେ ଘରଭଙ୍ଗା ବେଣୁପାଣି
ସେ ଯେ ଘରଭଙ୍ଗା ବେଣୁପାଣି

ଧନ୍ୟ ତୋର ବାଙ୍କ ଚାହାଣି
ତୋତେ ଗଢ଼ିଚି କେଉଁ ବିନ୍ଧାଣି
ଧନ୍ୟ ତୋର ବାଙ୍କ ଚାହାଣି
ତୋତେ ଗଢ଼ିଚି କେଉଁ ବିନ୍ଧାଣି
ଭାସୁଥିଲୁ ମହୋଦଧି କୂଳେ...
ତୋତେ ଆଣିଚି ପାଣିରୁ ଛାଣି
ତୋତେ ଆଣିଚି ପାଣିରୁ ଛାଣି
ତୋତେ ଆଣିଚି ପାଣିରୁ ଛାଣି
ତୋତେ ଆଣିଚି ପାଣିରୁ ଛାଣି



Dhanya Tora Banka Chahani Odia Song Lyrics In Odia Font



Thank You

Comments