Haere Kalijuga Manisa Odia Song Lyrics In Odia Font

ODIA SONG LYRICS

ହାଏରେ କଳିଯୁଗ ମଣିଷ

Haere Kalijuga Manisa Odia Song Lyrics In Odia Language

ହାଏରେ ହାଏରେ
ହାଏରେ କଳିଯୁଗ ମଣିଷ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ଭୁଲିଗଲୁ ମନ୍ଦିର ପାଦୁକ ବେଲ ପତ୍ର
ଦିଅଁ ହେଲା ପଥର
ଆଇଁସ ହେଲା ତୋର ହବିଷ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ହାଏରେ କଳିଯୁଗ ମଣିଷ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ



କରମ କଲା ତତେ ଧରମ ଛଡା
ଆରେ ଧରମ ଛଡା
କଂସେଇ ହାତେ ନେଇ ବିକିଲୁ ହଡ଼ା
ଆରେ ବିକିଲୁ ହଡ଼ା
ଦାଣ୍ଡରେ ଭିକ ମାଗେ ତୋ ବାପ ବୁଢା
ଆରେ ତୋ ବାପ ବୁଢା
ଗୋତର ହୁଡ଼ା ପୁଅ ବଉଁଶ ବୁଡା
ଆରେ ବଉଁଶ ବୁଡା
ନିଜକୁ ନିଜକୁ
ନିଜକୁ ନିଜେ କରୁ ବିନାଶ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ସୋମବାର ସଙ୍କରାନ୍ତି ରେ ଖାଉଚୁ ଆଇଁସ
ହାଏରେ କଳିଯୁଗ ମଣିଷ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ



ତୋ ମା ଶିବ ପୁଜି ପାଇଲା ତତେ
ଆରେ ପାଇଲା ତତେ
ଶିବଙ୍କ ମହିମା ତୁ ବୁଝିଲୁ କେତେ
ଆରେ ବୁଝିଲୁ କେତେ
ମଶାଣି ଭୂଇଁ ଯେବେ ଡ଼ାକିବ ତତେ
ଆରେ ଡ଼ାକିବ ତତେ
ସେଇଠି ଭେଟ ହେବ ଶିବଙ୍କ ସାଥେ
ଆରେ ଶିବଙ୍କ ସାଥେ
ଏବେଠୁ ଏବେଠୁ
ଏବେଠୁ ଭଜ ଭୋଳା ମହେଶ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ହାଏ ରେ କଳିଯୁଗ ମଣିଷ
ସୋମବାର ସଙ୍କରାନ୍ତି ରେ ଖାଉଚୁ ଆଇଁସ
ସୋମବାର ସଙ୍କରାନ୍ତି ରେ ଖାଉଚୁ ଆଇଁସ

ହାଏରେ ହାଏରେ
ହାଏରେ କଳିଯୁଗ ମଣିଷ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ଭୁଲିଗଲୁ ମନ୍ଦିର ପାଦୁକ ବେଲ ପତ୍ର
ଦିଅଁ ହେଲା ପଥର
ଆଇଁସ ହେଲା ତୋର ହବିଷ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ
ସୋମବାର ସଙ୍କରାନ୍ତିରେ ଖାଉଚୁ ଆଇଁସ

Haere Kalijuga Manisa Odia Song Lyrics In Odia Font

Thank You


Comments