Jaga Kalia Dharichi Odia Song Lyrics In Odia Font

ODIA SONG LYRICS

ଜଗା କାଳିଆ ଧରିଚି ହାତେ ଚୁଡ଼ି ପସରା

Jaga Kalia Dharichi Odia Song Lyrics In Odia Language

ଜଗା କାଳିଆ ଧରିଚି ହାତେ ଚୁଡ଼ି ପସରା
ଜଗା କାଳିଆ ଧରିଚି ହାତେ ଚୁଡ଼ି ପସରା
ବଡଦାଣ୍ଡ ଛାଡି ଗୋପ ଦାଣ୍ଡେ ଆଜି
ବଡଦାଣ୍ଡ ଛାଡି ଗୋପ ଦାଣ୍ଡେ ଆଜି
ଗୋପିଙ୍କୁ କରେ ସେ ଇସାରା
କାନ୍ହୁ ଆମ କେଡେ ନଖରା
ଦେଖ ଦେଖ କେଡେ ନଖରା
କାନ୍ହୁ ଆମ କେଡେ ନଖରା
ଦେଖ ଦେଖ କେଡେ ନଖରା
ଜଗା କାଳିଆ ଧରିଚି ହାତେ ଚୁଡ଼ି ପସରା
ଜଗା କାଳିଆ ଧରିଚି ହାତେ ଚୁଡ଼ି ପସରା



କପଟି କାଳିଆ କାଚରାଣି ବେଶେ
ବୁଲୁ ଥାଏ ବ୍ରଜପୁରେ
ଗୋରୀ କାଳୀ ହାତ ଦେଖି ସେ ପିନ୍ଧାଏ
ନାଲି ଶଙ୍ଖା ସରାଗରେ
କପଟି କାଳିଆ କାଚରାଣୀ ବେଶେ
ବୁଲୁ ଥାଏ ବ୍ରଜପୁରେ
ଗୋରୀ କାଳୀ ହାତ ଦେଖି ସେ ପିନ୍ଧାଏ
ନାଲି ଶଙ୍ଖା ସରାଗରେ
ନାଲି ଶଙ୍ଖା ସରାଗରେ
ରାଧା ନାମ ଧରି ଖୋଜେ ଗିରିଧାରୀ
ରାଧା ନାମ ଧରି ଖୋଜେ ଗିରିଧାରୀ
ପ୍ରେମରେ ଆଜି ସେ ଅଧୁରା
କାନ୍ହୁ ଆମ କେଡେ ନଖରା
ଦେଖ ଦେଖ କେଡେ ନଖରା
କାନ୍ହୁ ଆମ କେଡେ ନଖରା
ଦେଖ ଦେଖ କେଡେ ନଖରା
ଜଗା କାଳିଆ ଧରିଚି ହାତେ ଚୂଡ଼ି ପସରା
ଜଗା କାଳିଆ ଧରିଚି ହାତେ ଚୂଡ଼ି ପସରା



କଳପ କୁଞ୍ଜକୁ ତୁଚ୍ଛ କରି ଜଗା
ବଇଁଶୀ ହାତରେ ଧରୀ
ଗୋପି ଗୋପାଳକୁ ସଙ୍ଗତରେ ନେଇ
ଖେଳୁ ଥାଏ ବୋହୁ ଚୋରି
ହୋ କଳପ କୁଞ୍ଜକୁ ତୁଚ୍ଛ କରି ଜଗା
ବଇଁଶୀ ହାତରେ ଧରୀ
ଗୋପି ଗୋପାଳକୁ ସଙ୍ଗତରେ ନେଇ
ଖେଳୁ ଥାଏ ବୋହୁ ଚୋରି
ଖେଳୁ ଥାଏ ବୋହୁ ଚୋରି
ଦିନ ସରେ ନାହିଁ ରାତି ମରେ ନାହିଁ
ଦିନ ସରେ ନାହିଁ ରାତି ମରେ ନାହିଁ
ରାଧା ପ୍ରେମ ବଡ ନିଆଁରା
କାନ୍ହୁ ଆମ କେଡେ ନଖରା
ଦେଖ ଦେଖ କେଡେ ନଖରା
କାନ୍ହୁ ଆମ କେଡେ ନଖରା
ଦେଖ ଦେଖ କେଡେ ନଖରା

ଜଗା କାଳିଆ ଧରିଚି ହାତେ ଚୂଡ଼ି ପସରା
ଜଗା କାଳିଆ ଧରିଚି ହାତେ ଚୂଡ଼ି ପସରା
ବଡଦାଣ୍ଡ ଛାଡି ଗୋପ ଦାଣ୍ଡେ ଆଜି
ବଡଦାଣ୍ଡ ଛାଡି ଗୋପ ଦାଣ୍ଡେ ଆଜି
ଗୋପିଙ୍କୁ କରେ ସେ ଇସାରା
କାନ୍ହୁ ଆମ କେଡେ ନଖରା
ଦେଖ ଦେଖ କେଡେ ନଖରା
କାନ୍ହୁ ଆମ କେଡେ ନଖରା
ଦେଖ ଦେଖ କେଡେ ନଖରା
କାନ୍ହୁ ଆମ କେଡେ ନଖରା
ଦେଖ ଦେଖ କେଡେ ନଖରା
କାନ୍ହୁ ଆମ କେଡେ ନଖରା
ଦେଖ ଦେଖ କେଡେ ନଖରା

Jaga Kalia Dharichi Odia Song Lyrics In Odia Font

Thank You


Comments