Jamuna Ghatare Kie Lo Odia Song Lyrics In Odia Font

ODIA SONG LYRICS

ଯମୁନା ଘାଟରେ କିଏ ଲୋ

Jamuna Ghatare Kie Lo Odia Song Lyrics In Odia Language

ପୁଅ
ଯମୁନା ଘାଟରେ କିଏ ଲୋ
ବଇଁଶୀ ବଜେଇ ଦିଏ ଲୋ
ଯମୁନା ଘାଟରେ କିଏ ଲୋ
ବଇଁଶୀ ବଜେଇ ଦିଏ ଲୋ
ଗିରି ତୋଳି ଆସେ ମୟୁର ଚୂଳିଆ
ଗିରି ତୋଳି ଆସେ ମୟୁର ଚୂଳିଆ
ଝିଅ
ଘରେ ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ
ସିଏ ଘରେ ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ



ପୁଅ
କଦମ୍ବ ମୂଳରେ ଲୁଚେ ଲୋ
ଭଙ୍ଗା ନାବ ଧୀରେ ଘୁଞ୍ଚେ ଲୋ
କଦମ୍ବ ମୂଳରେ ଲୁଚେ ଲୋ
ଭଙ୍ଗା ନାବ ଧୀରେ ଘୁଞ୍ଚେ ଲୋ
ବୃନ୍ଦାବନ ଦେଖେ ଲାଜେ ଲୋ
କି ରଙ୍ଗେ କହେଁଇ ନାଚେ ଲୋ
କଣା ମାଠିଆରେ ପାଣି ଦିଏ ରାଧା
କଣା ମାଠିଆରେ ପାଣି ଦିଏ ରାଧା
ଝିଅ
ଆଞ୍ଜୁଳାରେ ପାଣି ପିଏଲୋ
କଣେଇ କଣେଇ ଚାହେଁ ଲୋ
କାନ୍ହୁ ଆଞ୍ଜୁଳାରେ ପାଣି ପିଏଲୋ
କଣେଇ କଣେଇ ଚାହେଁ ଲୋ



ପୁଅ
ଗଉଡ଼ ଘରର ଛୁଆ ଲୋ
ବୁଦ୍ଧି ଶୁଦ୍ଧି ତାର ନାହିଁ ଲୋ
ଗଉଡ଼ ଘରର ଛୁଆ ଲୋ
ବୁଦ୍ଧି ଶୁଦ୍ଧି ତାର ନାହିଁ ଲୋ
ବଙ୍କେଇ ବଙ୍କେଇ ଚାଲେ ଲୋ
ଉଙ୍କି ମାରି ଚାହୁଁ ଥାଏ ଲୋ
ସବୁ ଗୋପିଙ୍କୁ ସେ ରାଧା ମନେ କରି
ସବୁ ଗୋପିଙ୍କୁ ସେ ରାଧା ମନେ କରି
ଝିଅ
ବାଟେ ଘାଟେ ଜଗି ଥାଏ ଲୋ
ପଣତକୁ ଟାଣି ଦିଏ ଲୋ
କାନ୍ହୁ ବାଟେ ଘାଟେ ଜଗି ଥାଏ ଲୋ
ପଣତକୁ ଟାଣି ଦିଏ ଲୋ
ପୁଅ
ଯମୁନା ଘାଟରେ କିଏ ଲୋ
ବଇଁଶୀ ବଜେଇ ଦିଏ ଲୋ
ଯମୁନା ଘାଟରେ କିଏ ଲୋ
ବଇଁଶୀ ବଜେଇ ଦିଏ ଲୋ
ଗିରି ତୋଳି ଆସେ ମୟୁର ଚୂଳିଆ
ଗିରି ତୋଳି ଆସେ ମୟୁର ଚୂଳିଆ
ଝିଅ
ଘରେ ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ
ସିଏ ଘରେ ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ
ସିଏ ଘରେ ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ
ସିଏ ଘରେ ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ

Jamuna Ghatare Kie Lo Odia Song Lyrics In Odia Font

Thank You


Comments