Jhari Padu Thae Pani Odia Song Lyrics In Odia Font

ODIA SONG LYRICS

ଝରି ପଡୁ ଥାଏ ପାଣି ଗୋ

Jhari Padu Thae Pani Odia Song Lyrics In Odia Language

ପୁଅ
ଝରି ପଡୁ ଥାଏ ପାଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ଉଡି ଉଡି ଯାଏ ବଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ 
ଝରି ପଡୁ ଥାଏ ପାଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ଉଡି ଉଡି ଯାଏ ବଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ବଢ଼ି ବଢ଼ି ଯିବ ପୁଣ୍ୟ ଯେବେ ତୋର
ବଢ଼ି ବଢ଼ି ଯିବ ପୁଣ୍ୟ ଯେବେ ତୋର
ଡୋରି ଲଗେଇବ କ୍ଷେତ୍ରମଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ବାଇଶି ପାହାଚ ଗଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ 
ଝରି ପଡୁ ଥାଏ ପାଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ଉଡି ଉଡି ଯାଏ ବଣି ଗୋ
ଝିଅ
ଫୁଲ ବଉଳ ବେଣି



ପୁଅ
ନୀଳ ପରବତ କଳପ ଡାଳେ ଲୋ
ଡୋରି ବାନ୍ଧି ଦେବୁ ଯାଇ
ରତନ ବେଦିର ପଦ୍ମ ପାଖୁଡାରେ
ଭକତି ବାଢ଼ିବୁ ତୁହି
ନୀଳ ପରବତ କଳପ ଡାଳେ ଲୋ
ଡୋରି ବାନ୍ଧି ଦେବୁ ଯାଇ
ରତନ ବେଦିର ପଦ୍ମ ପାଖୁଡାରେ
ଭକତି ବାଢ଼ିବୁ ତୁହି
କଳା ଆଖିକୁ ଦେଖିବୁ ଥରେ
ଝଡା ତୁଳସୀ ପାଇ
ମନ ଚନ୍ଦନ କଳା ଦେହରେ
ଲେଖିଦେ ସଖି ନେଇ
ଶରଣ ପଶିଲେ ଗରୁଡ ପଛରେ
ଶରଣ ପଶିଲେ ଗରୁଡ ପଛରେ
ଜଗତକୁ ଯିବୁ ଜିଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ସେତ ଭକତ ରତନ ମଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ଝରି ପଡୁ ଥାଏ ପାଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ଉଡି ଉଡି ଯାଏ ବଣି ଗୋ
ଝିଅ
ଫୁଲ ବଉଳ ବେଣି



ପୁଅ
କୋଇଲି ବୈକୁଣ୍ଠ ଶିଆଳି କୁଞ୍ଜରେ
ସୁନା ଦୋଳି ଝୁଲୁ ଥାଏ
ସେହି ଦୋଳିରେ ମୋ କାଳିଆ ନାଗର
ଥିରି ଥିରି ହଲୁ ଥାଏ
କୋଇଲି ବୈକୁଣ୍ଠ ଶିଆଳି କୁଞ୍ଜରେ
ସୁନା ଦୋଳି ଝୁଲୁ ଥାଏ
ସେହି ଦୋଳିରେ ମୋ କାଳିଆ ନାଗର
ଥିରି ଥିରି ହଲୁ ଥାଏ
ନିଜକୁ ଥରେ କରିଦେ ରାଧା
ସେହି କାଳିଆ ପାଇଁ
ଦୁଃଖ ବଳିତା ଜାଳି ଦେବୁ ଲୋ
ସୁଖ ପାଇବା ପାଇଁ
ସରି ଯିବ ତୋର ଜୀବନ ଜଞ୍ଜାଳ
ସରି ଯିବ ତୋର ଜୀବନ ଜଞ୍ଜାଳ
ଉଡିବ ପୁଣ୍ୟ ଦଉଡି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ସେତ ନୀଳ ଗିରି ନୀଳ ମଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ଝରି ପଡୁ ଥାଏ ପାଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ଉଡି ଉଡି ଯାଏ ବଣି ଗୋ
ଝିଅ
ଫୁଲ ବଉଳ ବେଣି

ପୁଅ
ବଢ଼ି ବଢ଼ି ଯିବ ପୁଣ୍ୟ ଯେବେ ତୋର
ବଢ଼ି ବଢ଼ି ଯିବ ପୁଣ୍ୟ ଯେବେ ତୋର
ଡୋରି ଲଗେଇବ କ୍ଷେତ୍ରମଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ବାଇଶି ପାହାଚ ଗଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ 
ଝରି ପଡୁ ଥାଏ ପାଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ଉଡି ଉଡି ଯାଏ ବଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ 
ଝରି ପଡୁ ଥାଏ ପାଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ଉଡି ଉଡି ଯାଏ ବଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ 
ଝରି ପଡୁ ଥାଏ ପାଣି ଗୋ
ଝିଅ
ଫୁଲ ବଉଳ ବେଣି
ପୁଅ
ଉଡି ଉଡି ଯାଏ ବଣି ଗୋ
ଝିଅ
ଫୁଲ ବଉଳ ବେଣି
ଫୁଲ ବଉଳ ବେଣି
ଫୁଲ ବଉଳ ବେଣି
ଫୁଲ ବଉଳ ବେଣି

Jhari Padu Thae Pani Odia Song Lyrics In Odia Font

Thank You


Comments