Kala Megha Dekhi Odia Song Lyrics In Odia Font

ODIA SONG LYRICS

କଳା ମେଘ ଦେଖି ମୟୂର ନାଚେ ଲୋ

Kala Megha Dekhi Odia Song Lyrics In Odia Language

କଳା ମେଘ ଦେଖି ମୟୂର ନାଚେ ଲୋ
ଜହ୍ନ ଦେଖି ନାଚେ କଇଁ
କଳା ମେଘ ଦେଖି ମୟୂର ନାଚେ ଲୋ
ଜହ୍ନ ଦେଖି ନାଚେ କଇଁ
ଭକତେ ନାଚନ୍ତି କାଳିଆକୁ ଦେଖି
ଭକତେ ନାଚନ୍ତି କାଳିଆକୁ ଦେଖି
ତା ମହିମା ଗାଇ ଗାଇ
ତା ମହିମା ଗାଇ ଗାଇ
ତା ମହିମା ଗାଇ ଗାଇ
ତା ମହିମା ଗାଇ ଗାଇ
କଳା ମେଘ ଦେଖି ମୟୂର ନାଚେ ଲୋ
ଜହ୍ନ ଦେଖି ନାଚେ କଇଁ
କଳା ମେଘ ଦେଖି ମୟୂର ନାଚେ ଲୋ
ଜହ୍ନ ଦେଖି ନାଚେ କଇଁ



ଫୁଲ ଦେଖି ଦେଲେ ଭଅଁର ନାଚଇ
ମହୁ ତାର ପିଇବାକୁ
ଗରୁଡ ପଛରେ ଲୋକ ଭିଡା ଭିଡି
କଳା ମୁହଁ ଦେଖିବାକୁ
ଫୁଲ ଦେଖି ଦେଲେ ଭଅଁର ନାଚଇ
ମହୁ ତାର ପିଇବାକୁ
ଗରୁଡ ପଛରେ ଲୋକ ଭିଡା ଭିଡି
କଳା ମୁହଁ ଦେଖିବାକୁ
ସେ କଳା ମୁହଁରୁ କି ମହୁ ଝରୁଚି
ସେ କଳା ମୁହଁରୁ କି ମହୁ ଝରୁଚି
ଭକ୍ତ ନିତି ଯାଏ ପିଇ
ଭକ୍ତ ନିତି ଯାଏ ପିଇ
ଭକ୍ତ ନିତି ଯାଏ ପିଇ
ଭକ୍ତ ନିତି ଯାଏ ପିଇ
କଳା ମେଘ ଦେଖି ମୟୂର ନାଚେ ଲୋ
ଜହ୍ନ ଦେଖି ନାଚେ କଇଁ
କଳା ମେଘ ଦେଖି ମୟୂର ନାଚେ ଲୋ
ଜହ୍ନ ଦେଖି ନାଚେ କଇଁ



ଭକ୍ତ ସୁରୁଜକୁ ସେ ପରା କମଳ
ନିତି ଦେଖି ହସୁ ଥାଏ
ଭକ୍ତ ଫେରି ଗଲେ ଦେଉଳୁ ତାହାର
ମୁହଁ ତାର ଶୁଖି ଯାଏ
ଭକ୍ତ ସୁରୁଜକୁ ସେ ପରା କମଳ
ନିତି ଦେଖି ହସୁ ଥାଏ
ଭକ୍ତ ଫେରି ଗଲେ ଦେଉଳୁ ତାହାର
ମୁହଁ ତାର ଶୁଖି ଯାଏ
କି ଲିଳା ଲାଗିଛି ନୀଳାଚଳେ ଦେଖ
କି ଲିଳା ଲାଗିଛି ନୀଳାଚଳେ ଦେଖ
ଆଉ କେଉଁଠାରେ ନାହିଁ
ଆଉ କେଉଁଠାରେ ନାହିଁ
ଆଉ କେଉଁଠାରେ ନାହିଁ
ଆଉ କେଉଁଠାରେ ନାହିଁ

କଳା ମେଘ ଦେଖି ମୟୂର ନାଚେ ଲୋ
ଜହ୍ନ ଦେଖି ନାଚେ କଇଁ
କଳା ମେଘ ଦେଖି ମୟୂର ନାଚେ ଲୋ
ଜହ୍ନ ଦେଖି ନାଚେ କଇଁ
ଭକତେ ନାଚନ୍ତି କାଳିଆକୁ ଦେଖି
ଭକତେ ନାଚନ୍ତି କାଳିଆକୁ ଦେଖି
ତା ମହିମା ଗାଇ ଗାଇ
ତା ମହିମା ଗାଇ ଗାଇ
ତା ମହିମା ଗାଇ ଗାଇ
ତା ମହିମା ଗାଇ ଗାଇ
ତା ମହିମା ଗାଇ ଗାଇ
ତା ମହିମା ଗାଇ ଗାଇ

Kala Megha Dekhi Odia Song Lyrics In Odia Font

Thank You


Comments