Mandira Kahuchhi Siba Odia Song Lyrics In Odia Font

ODIA SONG LYRICS

ମନ୍ଦିର କହୁଛି ଶିବ

Mandira Kahuchhi Siba Odia Song Lyrics In Odia Language

ପୁଅ
ମନ୍ଦିର କହୁଛି ଶିବ
ଝିଅ
ମଶାଣିରେ
ପୁଅ
ମଶାଣି କହୁଛି ଶିବ
ଝିଅ
ମନ୍ଦିରରେ
ପୁଅ
ମନ୍ଦିର କହୁଛି ଶିବ
ଝିଅ
ମଶାଣିରେ
ପୁଅ
ମଶାଣି କହୁଛି ଶିବ
ଝିଅ
ମନ୍ଦିରରେ
ପୁଅ
ବାଇମନରେ ବାଇମନ
ଝିଅ
ଏ ବାଇମନରେ ବାଇମନ
ପୁଅ
ଆରେ ଶିବଙ୍କୁ ପାଇବାକୁ ଗୋଟିଏ ଉପାୟ
ଜପ ଓଁ ନମ ଶିବାୟ
ଝିଅ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ପୁଅ
ମନ୍ଦିର କହୁଛି ଶିବ
ଝିଅ
ମଶାଣିରେ
ପୁଅ
ମଶାଣି କହୁଛି ଶିବ
ଝିଅ
ମନ୍ଦିରରେ
ପୁଅ
ମନ୍ଦିର କହୁଛି ଶିବ
ଝିଅ
ମଶାଣିରେ
ପୁଅ
ମଶାଣି କହୁଛି ଶିବ
ଝିଅ
ମନ୍ଦିରରେ



ପୁଅ
ଭକତ ସାପୁଆ କେଳା ବାଇମନ
ପଞ୍ଚାକ୍ଷର ପଦ୍ମତୋଳା
ଶିବ ପଞ୍ଚାକ୍ଷର ଶୁଣି ବାଇମନ
ଥର ହର ବାବା ଭୋଳା
ଭକତ ସାପୁଆ କେଳା ବାଇମନ
ପଞ୍ଚାକ୍ଷର ପଦ୍ମତୋଳା
ଶିବ ପଞ୍ଚାକ୍ଷର ଶୁଣି ବାଇମନ
ଥର ହର ବାବା ଭୋଳା
ଆରେ ଯେଉଁଠି ଡାକ ଯେମିତି ଡାକ
ହୋ ଯେଉଁଠି ଡାକ ଯେମିତି ଡାକ
ଶୁଣିବେ ଶିବ ନିଶ୍ଚୟ
ଜପ ଓଁ ନମ ଶିବାୟ
ଝିଅ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ପୁଅ
ମନ୍ଦିର କହୁଛି ଶିବ
ଝିଅ
ମଶାଣିରେ
ପୁଅ
ମଶାଣି କହୁଛି ଶିବ
ଝିଅ
ମନ୍ଦିରରେ
ପୁଅ
ମନ୍ଦିର କହୁଛି ଶିବ
ଝିଅ
ମଶାଣିରେ
ପୁଅ
ମଶାଣି କହୁଛି ଶିବ
ଝିଅ
ମନ୍ଦିରରେ



ପୁଅ
ଏ ପାଞ୍ଚ ଅକ୍ଷର ଜପି ବାଇମନ
ତରି ଗଲେ କେତେ ପାପୀ
କିଏ ପାଏ କେଉଁ ବର ବାଇମନ
ଵୃଷବ ରହିଛି ସାକ୍ଷୀ
ଏ ପାଞ୍ଚ ଅକ୍ଷର ଜପି ବାଇମନ
ତରି ଗଲେ କେତେ ପାପୀ
କିଏ ପାଏ କେଉଁ ବର ବାଇମନ
ଵୃଷବ ରହିଛି ସାକ୍ଷୀ
ଆରେ ତପରେ ହେଉ
ଜପରେ ହେଉ
ହୋ ତପରେ ହେଉ
ଜପରେ ହେଉ
ଦିଅନ୍ତି ଶିବ ଅଭୟ
ଜପ ଓଁ ନମ ଶିବାୟ
ଝିଅ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ

ପୁଅ
ମନ୍ଦିର କହୁଛି ଶିବ
ଝିଅ
ମଶାଣିରେ
ପୁଅ
ମଶାଣି କହୁଛି ଶିବ
ଝିଅ
ମନ୍ଦିରରେ
ପୁଅ
ମନ୍ଦିର କହୁଛି ଶିବ
ଝିଅ
ମଶାଣିରେ
ପୁଅ
ମଶାଣି କହୁଛି ଶିବ
ଝିଅ
ମନ୍ଦିରରେ
ପୁଅ
ବାଇମନରେ ବାଇମନ
ଝିଅ
ଏ ବାଇମନରେ ବାଇମନ
ପୁଅ
ଆରେ ଶିବଙ୍କୁ ପାଇବାକୁ ଗୋଟିଏ ଉପାୟ
ଜପ ଓଁ ନମ ଶିବାୟ
ଝିଅ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ
ଜପ ଓଁ ନମ ଶିବାୟ

Mandira Kahuchhi Siba Odia Song Lyrics In Odia Font

Thank You


Comments