Natakara Sesa Drusya Odia Song Lyrics In Odia Font

ODIA SONG LYRICS

ନାଟକର ଶେଷ ଦୃଶ୍ୟ ସରିଲା ପରେ


Natakara Sesa Drusya Sarila Pare
Odia Song Lyrics In Odia Language

ନାଟକର ଶେଷ ଦୃଶ୍ୟ ସରିଲା ପରେ
କଳାକାର ଫେରିଯାଏ ଆପଣା ଘରେ
ନାଟକର ଶେଷ ଦୃଶ୍ୟ ସରିଲା ପରେ
କଳାକାର ଫେରିଯାଏ ଆପଣା ଘରେ
ହେ ନାଟ ରସିକ ତୁମେ ମୋ ଦର୍ଶକ
ହେ ନାଟ ରସିକ ତୁମେ ମୋ ଦର୍ଶକ
ଦୋଷ ଥିଲେ କ୍ଷମା ଦେବ ଯିବା ବେଳରେ
ନାଟକର ଶେଷ ଦୃଶ୍ୟ ସରିଲା ପରେ
କଳାକାର ଫେରିଯାଏ ଆପଣା ଘରେ



ଶେଷ ହେବ ଅଭିନୟ ଆଜି କି କାଲି
ଯିବି ମଞ୍ଚରୁ ଚାଲି
ମଞ୍ଚବାଲା ପୋଷାକ ମୋ ରଖିବେ ଖୋଲି
ମତେ ଯିବେ ତ ଭୁଲି
ଦୁଃଖ ମୋର ନାହିଁ ହେ ନାଟ ଗୋସାଇଁ
ଦୁଃଖ ମୋର ନାହିଁ ହେ ନାଟ ଗୋସାଇଁ
ତୁମେ ଜଦି ଖୁସି ଥିବ ମୋ ଉପରେ
ନାଟକର ଶେଷ ଦୃଶ୍ୟ ସରିଲା ପରେ
କଳାକାର ଫେରିଯାଏ ଆପଣା ଘରେ



ସେ ଜୀବନ ନାଟକର ନାୟକ ପାଇଁ
ଆଶା ଆଉ ମୋ ନାହିଁ
ରଙ୍ଗମଞ୍ଚ ଦୁନିଆରୁ ରଖ ଦୁରେଇ
ମୋତେ ପାଖକୁ ନେଇ
ନାଚିଲି ଅନେକ ଚାହେଁ ଟିକେ ସୁଖ
ନାଚିଲି ଅନେକ ଚାହେଁ ଟିକେ ସୁଖ
ନାଟୁଆକୁ ସୁଖ ମିଳୁ ସରଗ ପୁରେ
ନାଟକର ଶେଷ ଦୃଶ୍ୟ ସରିଲା ପରେ
କଳାକାର ଫେରିଯାଏ ଆପଣା ଘରେ
କଳାକାର ଫେରିଯାଏ ଆପଣା ଘରେ
କଳାକାର ଫେରିଯାଏ ଆପଣା ଘରେ




Natakara Sesa Drusya Sarila Pare Odia Song Lyrics In English Font


Natakara Sesa Drusya Sarila Pare
Kalakara Ferijae Apana Ghare
Natakara Sesa Drusya Sarila Pare
Kalakara Ferijae Apana Ghare
He Nata Rasika Tume Mo Darsaka
He Nata Rasika Tume Mo Darsaka
Dosa Thile Khyama Deba Jiba Belare
Natakara Sesa Drusya Sarila Pare
Kalakara Ferijae Apana Ghare




Sesa Heba Abhinaya Aji Ki Kali
Jibi Mancharu Chali
Manchabala Posaka Mo Rakhibe Kholi
Mate Jibe Ta Bhuli
Dukha Mora Nahi He Nata Gosain
Dukha Mora Nahi He Nata Gosain
Tume Jadi Khusi Thiba Mo Upare
Natakara Sesa Drusya Sarila Pare
Kalakara Ferijae Apana Ghare



Se Jibana Natakara Nayaka Pain
Asa Au Mo Nahi
Rangamancha Duniaru Rakha Durei
Mote Pakhaku Nei
Nachili Aneka Chahen Tike Sukha
Nachili Aneka Chahen Tike Sukha
Natuaku Sukha Milu Saraga Pure
Natakara Sesa Drusya Sarila Pare
Kalakara Ferijae Apana Ghare
Kalakara Ferijae Apana Ghare
Kalakara Ferijae Apana Ghare



Thank You


Comments