Nila Naurire Nila Nauri Odia Song Lyrics In Odia Font

ODIA SONG LYRICS

ନୀଳ ନାଉରୀରେ ନୀଳ ନାଉରି

Nila Naurire Nila Nauri Odia Song Lyrics In Odia Language

ହେୟାରେ ହେୟା ଓ ହେୟା ହେୟା
ହେୟାରେ ହେୟା
ନାବ ମୋ ଟଳମଳ ପାଉନି ଥଳକୂଳ
ରଖ ହେ ରଖ ଚକ୍ରଧାରୀ
ଘୋର ଅରଣ୍ୟରେ ମୃଗୁଣୀ ପରି ମୁଁ
ରଖ ହେ ରଖ ବନବାରୀ
ନୀଳ ନାଉରୀରେ ନୀଳ ନାଉରି
ନୀଳ ନାଉରୀରେ ନୀଳ ନାଉରି
ହେୟାରେ ହେୟା ଓ ହେୟା ହେୟା
ହେୟାରେ ହେୟା
ହେୟାରେ ହେୟା ଓ ହେୟା ହେୟା
ହେୟାରେ ହେୟା



ମାଟି ଖାଉ ଖାଉ ଲହୁଣୀ ଖାଇଲୁ
ତଥାପି ନ ମଲା ଭୋକ
କଳିଯୁଗେ ଆସି ପୁରୀରେ ଖାଇଲୁ
ଷାଠିଏ ପଉଟି ଯାକ
ହେୟାରେ ହେୟା ଓ ହେୟା ହେୟା
ହେୟାରେ ହେୟା
ହୁଣ୍ଡିରେ ତୋହର କୋଟି କୋଟି ଟଙ୍କା
ମୋ ହାଣ୍ଡିରେ ଖାଲି ଭୋକ
ମଣିଷ ବୋଲି ତୁ ଯାହାକୁ ଦେଖୁଚୁ
ମଣିଷ ରୁପିଆ ଲୋକ
କହ ବଞ୍ଚିବି ମୁଁ କିପରି
ନୀଳ ନାଉରୀରେ ନୀଳ ନାଉରି
ନୀଳ ନାଉରୀରେ ନୀଳ ନାଉରି
ହେୟାରେ ହେୟା ଓ ହେୟା ହେୟା
ହେୟାରେ ହେୟା
ହେୟାରେ ହେୟା ଓ ହେୟା ହେୟା
ହେୟାରେ ହେୟା



ଦେଉଳୁ ପଥର ଖସେ ବାର ବାର
ଦେଖନ୍ତି ସମାଜ ଲୋକ
ବିଶ୍ୱାସୀ ଆଜି ଅବିଶ୍ୱାସୀ ହୁଏ
କାହାକୁ କହିବା ଦୁଃଖ
ହେୟାରେ ହେୟା ଓ ହେୟା ହେୟା
ହେୟାରେ ହେୟା
ଦେଉଳୁ ପଥର ଖସେ ବାର ବାର
ଦେଖନ୍ତି ସମାଜ ଲୋକ
ବିଶ୍ୱାସୀ ଆଜି ଅବିଶ୍ୱାସୀ ହୁଏ
କାହାକୁ କହିବା ଦୁଃଖ
ଇଏ କି ଲୀଳା ତୋହରି
ନୀଳ ନାଉରୀରେ ନୀଳ ନାଉରି
ନୀଳ ନାଉରୀରେ ନୀଳ ନାଉରି
ହେୟାରେ ହେୟା ଓ ହେୟା ହେୟା
ହେୟାରେ ହେୟା
ହେୟାରେ ହେୟା ଓ ହେୟା ହେୟା
ହେୟାରେ ହେୟା
ହେୟାରେ ହେୟା ଓ ହେୟା ହେୟା
ହେୟାରେ ହେୟା
ହେୟାରେ ହେୟା ଓ ହେୟା ହେୟା
ହେୟାରେ ହେୟା

Nila Naurire Nila Nauri Odia Song Lyrics In Odia Font


Thank You


Comments