Pahili Barasa Jhadi Odia Song Lyrics In Odia Font

ODIA SONG LYRICS

ପହିଲି ବରଷା ଝଡି ହୋ...

Pahili Barasa Jhadi Odia Song Lyrics In Odia Language

ପହିଲି ବରଷା ଝଡି ହୋ...
ଆରେ ପହିଲି ବରଷା ଝଡି
ଚଷା ପୁଅ ମନ ଯାଉଛି ଗଡି
ଚଷା ପୁଅ ମନ ଯାଉଛି ଗଡି
ଏଣେ କସରା ଧୁସୁରା
ଦେଲେଣି ରଡି ହୋ
ଏଣେ କସରା ଧୁସୁରା
ଦେଲେଣି ରଡି


ହାତରେ ଧରିଛି ବାଡ଼ି
ମୁଣ୍ଡରେ ପିନ୍ଧି ପଗଡି
ହାତରେ ଧରିଛି ବାଡି
ମୁଣ୍ଡରେ ପିନ୍ଧି ପଗଡି
ଦେଖ ବେଳ ଉଣ୍ଡେ
ସେଯେ ଘଡିକୁ ଘଡି
ଘଡିକୁ ଘଡି ଘଡିକୁ ଘଡି ଯେ 
ଅଖି ମୁଠି ହାତେ ଧରି
ଲଙ୍ଗଳ ନିଏ ସଜାଡି
ଅଖି ମୁଠି ହାତେ ଧରି
ଲଙ୍ଗଳ ନିଏ ସଜାଡି
ଏଣେ କସରାକୁ ଭାଇ ଧୁସୁରା ଯୋଡି 
ଧୁସୁରା ଯୋଡି ଧୁସୁରା ଯୋଡି ଯେ 
ହାତରେ ଧରିଛି ବାଡ଼ି
ମୁଣ୍ଡରେ ପିନ୍ଧି ପଗଡି



ସହି ପାରେ ନାହିଁ ପାଗ ବଦଳୁଛି
ଖୋଦେଇ ପବନ ଆଗକୁ ଠେଲୁଛି
ଧନର କିଆରୀ ସଜାଡୁଛି ହଳି 
ଭଲକରି ଚାଷ କରେ ବନମାଳୀ
ସହି ପାରେ ନାହିଁ ପାଗ ବଦଳୁଛି
ଖୋଦେଇ ପବନ ଆଗକୁ ଠେଲୁଛି
ଧନର କିଆରୀ ସଜାଡୁଛି ହଳି 
ଭଲକରି ଚାଷ କରେ ବନମାଳୀ
ଆରେ ଲକ୍ଷ୍ମୀ ମାଆ ନାମ ଧରି
ରହିଛି ଭରସା କରି
ଲକ୍ଷ୍ମୀ ମାଆ ନାମ ଧରି
ରହିଛି ଭରସା କରି
ଆରେ ମାଆ ଦେବ ଆମ ଥାଳ ଅଜାଡ଼ି 
ଥାଳ ଅଜାଡ଼ି ଥାଳ ଅଜାଡ଼ି ଯେ
ହାତରେ ଧରିଛି ବାଡ଼ି
ମୁଣ୍ଡରେ ପିନ୍ଧି ପଗଡି



ବିବେକ ହଳୁଆ କହୁଛି କାଳିଆ
ଭକତି ଚାଉଳେ ଦେବି ମୁଁ ପୁଡ଼ୁଆ
ଅସରାକୁ ଯିବ ଧୁସୁରା କରମ
ଏଜୀବନେ ମୋର ତୁ ଏକା ଧରମ
ବିବେକ ହଳୁଆ କହୁଛି କାଳିଆ
ଭକତି ଚାଉଳେ ଦେବି ମୁଁ ପୁଡ଼ୁଆ
ଅସରାକୁ ଯିବ ଧୁସୁରା କରମ
ଏଜୀବନେ ମୋର ତୁ ଏକା ଧରମ
ତୁହିରେ ସାରଙ୍ଗ ପାଣି
କହିଲି ମୋର କାହାଣୀ 
ତୁହିରେ ସାରଙ୍ଗ ପାଣି
କହିଲି ମୋର କାହାଣୀ 
ଆରେ କରାନା ତୁ ଆଉ ମତେ ଅଗାଡି
ମତେ ଅଗାଡି ମତେ ଅଗାଡି ଯେ

ହାତରେ ଧରିଛି ବାଡ଼ି
ମୁଣ୍ଡରେ ପିନ୍ଧି ପଗଡି
ହାତରେ ଧରିଛି ବାଡ଼ି
ମୁଣ୍ଡରେ ପିନ୍ଧି ପଗଡି
ଦେଖ ବେଳ ଉଣ୍ଡେ ସେଯେ ଘଡିକୁ ଘଡି
ଘଡିକୁ ଘଡି ଘଡିକୁ ଘଡି ଯେ 
ଅଖି ମୁଠି ହାତେ ଧରି
ଲଙ୍ଗଳ ନିଏ ସଜାଡି
ଅଖି ମୁଠି ହାତେ ଧରି
ଲଙ୍ଗଳ ନିଏ ସଜାଡି
ଏଣେ କସରାକୁ ଭାଇ ଧୁସୁରା ଯୋଡି 
ଧୁସୁରା ଯୋଡି ଧୁସୁରା ଯୋଡି ଯେ 
ହାତରେ ଧରିଛି ବାଡ଼ି
ମୁଣ୍ଡରେ ପିନ୍ଧି ପଗଡି
ହାତରେ ଧରିଛି ବାଡ଼ି
ମୁଣ୍ଡରେ ପିନ୍ଧି ପଗଡି
ହାତରେ ଧରିଛି ବାଡ଼ି
ମୁଣ୍ଡରେ ପିନ୍ଧି ପଗଡି

Pahili Barasa Jhadi Odia Song Lyrics In Odia Font



Thank You


Comments