Purubare Subha Mora Odia Song Lyrics In Odia Font

ODIA SONG LYRICS

ପୁରୁବରେ ଶୁଭ ମୋର ପଶ୍ଚିମରେ ଲାଭ

Purubare Subha Mora Odia Song Lyrics In Odia Language

ପୁଅ
ପୁରୁବରେ ଶୁଭ ମୋର ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର ଦକ୍ଷିଣରେ ଲାଭ
ପୁରୁବରେ ଶୁଭ ମୋର ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର ଦକ୍ଷିଣରେ ଲାଭ
ଆରେ ବର୍ଷ ସାରା ପଞ୍ଚମରେ ବୃହସ୍ପତି ଯୋଗ 
ମାତା ମୋର ପାରବତୀ ପିତା ମହାଦେବ 
ମାତା ମୋର ପାରବତୀ ପିତା ମହାଦେବ
ଝିଅ
ମାତା ମୋର ପାରବତୀ ପିତା ମହାଦେବ 
ମାତା ମୋର ପାରବତୀ ପିତା ମହାଦେବ
ପୁଅ
ପୁରୁବରେ ଶୁଭ ମୋର ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର ଦକ୍ଷିଣରେ ଲାଭ



ପୁଅ
ଗୀତ ପଦେ ଶିଖିଚି ମୁଁ ଓଁ ନମ ଶିବାୟ
କଥା ପଦେ ଜାଣିଚି ମୁଁ ଭୋଳା ବାବା ଜୟ
ଝିଅ
ଭୋଲେ ଭୋଲେ ବମ
ଭୋଲେ ଭୋଲେ ବମ
ପୁଅ
ଜପଟିଏ ଶିଖିଚି ମୁଁ ମହା ମୃତ୍ୟୁଞ୍ଜୟ
ଶିବ ପାରବତୀ ପାଦେ ରଖିଛି ମୋ ଲୟ
ଆରେ କରୁଛି ମୁଁ କରୁଥିବି ସୁଖଶାନ୍ତି ଭୋଗ
ମାତା ମୋର ପାରବତୀ ପିତା ମହାଦେବ 
ମାତା ମୋର ପାରବତୀ ପିତା ମହାଦେବ
ଝିଅ
ମାତା ମୋର ପାରବତୀ ପିତା ମହାଦେବ 
ମାତା ମୋର ପାରବତୀ ପିତା ମହାଦେବ
ପୁଅ
ପୁରୁବରେ ଶୁଭ ମୋର ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର ଦକ୍ଷିଣରେ ଲାଭ



ପୁଅ
ନୀତି ଯାଏ ମନ୍ଦିରକୁ ପିଏ କୁଣ୍ଡ ପାଣି
ରୋଗ ବଇରାଗ ମତେ ହୁଏ ନାହିଁ ଜାଣି
ଝିଅ
ଭୋଲେ ଭୋଲେ ବମ
ଭୋଲେ ଭୋଲେ ବମ
ପୁଅ
ଖରାରେ ମୁଁ ବୁଲୁଥିଲେ ଭୋଳା ବାବା ଥଣ୍ଡା
ଶତ୍ରୁ ମତେ ଦେଖି ଦେଲେ ଖସି ପଡେ ଖଣ୍ଡା
ଆରେ ଜମ ମତେ ବାନ୍ଧି ନେବା ହେବ ଅସମ୍ଭବ
ମାତା ମୋର ପାରବତୀ ପିତା ମହାଦେବ 
ମାତା ମୋର ପାରବତୀ ପିତା ମହାଦେବ
ଝିଅ
ମାତା ମୋର ପାରବତୀ ପିତା ମହାଦେବ 
ମାତା ମୋର ପାରବତୀ ପିତା ମହାଦେବ
ପୁଅ
ପୁରୁବରେ ଶୁଭ ମୋର ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର ଦକ୍ଷିଣରେ ଲାଭ
ପୁରୁବରେ ଶୁଭ ମୋର ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର ଦକ୍ଷିଣରେ ଲାଭ
ଆରେ ବର୍ଷ ସାରା ପଞ୍ଚମରେ ବୃହସ୍ପତି ଯୋଗ 
ମାତା ମୋର ପାରବତୀ ପିତା ମହାଦେବ 
ମାତା ମୋର ପାରବତୀ ପିତା ମହାଦେବ
ଝିଅ
ମାତା ମୋର ପାରବତୀ ପିତା ମହାଦେବ 
ମାତା ମୋର ପାରବତୀ ପିତା ମହାଦେବ
ମାତା ମୋର ପାରବତୀ ପିତା ମହାଦେବ
ମାତା ମୋର ପାରବତୀ ପିତା ମହାଦେବ
ମାତା ମୋର ପାରବତୀ ପିତା ମହାଦେବ
ମାତା ମୋର ପାରବତୀ ପିତା ମହାଦେବ

Purubare Subha Mora Odia Song Lyrics In English Font

Male
Purubare Subha Mora Paschimare Labha
Uttarare Subha Mora Dakhinare Labha
Purubare Subha Mora Paschimare Labha
Uttarare Subha Mora Dakhinare Labha
Are Barsa Sara Panchamare Bruhaspati Joga
Mata Mora Parbati Pita Mahadeba
Mata Mora Parbati Pita Mahadeba
Female
Mata Mora Parbati Pita Mahadeba
Mata Mora Parbati Pita Mahadeba
Male
Purubare Subha Mora Paschimare Labha
Uttarare Subha Mora Dakhinare Labha



Male
Gita Pade Sikhichi Mun Omm Nama Sibaya
Katha Pade Janichi Mun Bhola Baba Jaya
Female
Bhole Bhole Bam
Bhole Bhole Bam
Male
Japatie Sikhichi Mun Maha Mrutyunjaya
Siba Parabati Pakhe Rakhichhi Mo Laya
Are Karuchhi Mun Karuthibi Sukhasanti Bhoga
Mata Mora Parbati Pita Mahadeba
Mata Mora Parbati Pita Mahadeba
Female
Mata Mora Parbati Pita Mahadeba
Mata Mora Parbati Pita Mahadeba
Male
Purubare Subha Mora Paschimare Labha
Uttarare Subha Mora Dakhinare Labha




Male
Niti Jae Mandiraku Pie Kunda Pani
Roga Bairaga Mate Hue Nahi Jani
Female
Bhole Bhole Bam
Bhole Bhole Bam
Male
Kharare Mun Buluthile Bhola Baba Thanda
Satru Mate Dekhi Dele Khasi Pade Khanda
Are Jama Mate Bandhi Neba Heba Asambhaba
Mata Mora Parbati Pita Mahadeba
Mata Mora Parbati Pita Mahadeba
Female
Mata Mora Parbati Pita Mahadeba
Mata Mora Parbati Pita Mahadeba
Male
Purubare Subha Mora Paschimare Labha
Uttarare Subha Mora Dakhinare Labha
Purubare Subha Mora Paschimare Labha
Uttarare Subha Mora Dakhinare Labha
Are Barsa Sara Panchamare Bruhaspati Joga
Mata Mora Parbati Pita Mahadeba
Mata Mora Parbati Pita Mahadeba
Female
Mata Mora Parbati Pita Mahadeba
Mata Mora Parbati Pita Mahadeba
Mata Mora Parbati Pita Mahadeba
Mata Mora Parbati Pita Mahadeba
Mata Mora Parbati Pita Mahadeba
Mata Mora Parbati Pita Mahadeba


Thank You


Comments