Rati Pahile Jagara Odia Song Lyrics In Odia Font

ODIA SONG LYRICS

ରାତି ପାହିଲେ ଜାଗର
ଶିବ ମନ୍ଦିରେ ଲାଗିବ ଭିଡ


Rati Pahile Jagara Odia Song Lyrics In Odia Language

ରାତି ପାହିଲେ....ପାହିଲେ
ରାତି ପାହିଲେ ଜାଗର
ଶିବ ମନ୍ଦିରେ ଲାଗିବ ଭିଡ
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ
ରାତି ପାହିଲେ ଜାଗର
ଶିବ ମନ୍ଦିରେ ଲାଗିବ ଭିଡ
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ
ପହିଲି ଦର୍ଶନ ପହିଲି ଘର୍ଷଣ
ପହିଲି ଦର୍ଶନ ପହିଲି ଘର୍ଷଣ
ପହିଲି ପଣ୍ଡା ପହିଲି ଧଣ୍ଡା
ପହିଲି ଭୋଗ ପହିଲି ଯୋଗ
ପହିଲି ଭକତ ବଡ
ରାତି ପାହିଲେ.....ପାହିଲେ
ରାତି ପହିଲେ ଜାଗର
ଶିବ ମନ୍ଦିରେ ଲାଗିବ ଭିଡ
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ



ଦରଶନ ଯେବେ ବିଳମ୍ବ ହେବ ଲୋ
ବିଳମ୍ବ ହେବ
ବେଲ ପତରରେ ଲୁଚିବେ ଶିବ ଲୋ
ଲୁଚିବେ ଶିବ
ଦରଶନ ଯେବେ ବିଳମ୍ବ ହେବ ଲୋ
ବିଳମ୍ବ ହେବ
ବେଲ ପତରରେ ଲୁଚିବେ ଶିବ
ଜାଗରରେ ଯିଏ ଆଗରେ ଥିବ ଲୋ
ଆଗରେ ଥିବ
ଶିବ ମୁଣ୍ଡେ ସିଏ ପାଣି ଢ଼ାଳିବ
ପହିଲି ଜଳ ପହିଲି ଫୁଲ
ପହିଲି ଦୀପ ପହିଲି ଧୂପ
ପହିଲି ପାଦୁକ ବଡ
ରାତି ପାହିଲେ.....ପାହିଲେ
ରାତି ପାହିଲେ ଜାଗର
ଶିବ ମନ୍ଦିରେ ଲାଗିବ ଭିଡ
ହଇ ଲୋ ଶିବମନ୍ଦିରେ ଲାଗିବ ଭିଡ



କପିଳାସ ଗାଡି ଧାଡିକି ଧାଡି ଲୋ 
ଧାଡିକି ଧାଡି
ଭୁବନେଶ୍ୱରକୁ କୁଡିଆ ରଡି ଲୋ
କୁଡିଆ ରଡି
କପିଳାସ ଗାଡି ଧାଡିକି ଧାଡି ଲୋ 
ଧାଡିକି ଧାଡି
ଭୁବନେଶ୍ୱରକୁ କୁଡିଆ ରଡି
ଯେତେ ଯେତେ ବେଳ ଯାଉଚି ଗଡି ଲୋ
ଯାଉଚି ଗଡି
ଜାଗରିଆ ନିଶା ଯାଉଚି ବଢ଼ି 
ପହିଲି ବେଶ ପହିଲି ପୂଜା
ପହିଲି ଦିଅଁ ପହିଲି ଧୂଜା
ପହିଲି ଓଁକାର ବଡ
ରାତି ପାହିଲେ.....ପାହିଲେ
ରାତି ପାହିଲେ ଜାଗର
ଶିବ ମନ୍ଦିରେ ଲାଗିବ ଭିଡ
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ

ରାତି ପାହିଲେ.....ପାହିଲେ
ରାତି ପାହିଲେ ଜାଗର
ଶିବ ମନ୍ଦିରେ ଲାଗିବ ଭିଡ
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ
ପହିଲି ଦର୍ଶନ ପହିଲି ଘର୍ଷଣ
ପହିଲି ଦର୍ଶନ ପହିଲି ଘର୍ଷଣ
ପହିଲି ପଣ୍ଡା ପହିଲି ଧଣ୍ଡା
ପହିଲି ଭୋଗ ପହିଲି ଯୋଗ
ପହିଲି ଭକତ ବଡ
ରାତି ପାହିଲେ.....ପାହିଲେ
ରାତି ପହିଲେ ଜାଗର
ଶିବ ମନ୍ଦିରେ ଲାଗିବ ଭିଡ
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ



Rati Pahile Jagara Odia Song Lyrics In Odia Font







Thank You


Comments