Thariba Kailasa Giri Odia Song Lyrics In Odia Font

ODIA SONG LYRICS

ଥରିବ କୈଳାସ ଗିରି ଶୁଖି ଯିବ ଗଙ୍ଗା

Thariba Kailasa Giri Odia Song Lyrics In Odia Language

ଥରିବ କୈଳାସ ଗିରି ଶୁଖି ଯିବ ଗଙ୍ଗା
ଗରିବ ମରିବ ଯେବେ ଡାକି ଡାକି ବାବା

ଥରିବ କୈଳାସ ଗିରି ଶୁଖି ଯିବ ଗଙ୍ଗା
ଗରିବ ମରିବ ଯେବେ ଡାକି ଡାକି ବାବା
ଥରିବ କୈଳାସ ଗିରି ଶୁଖି ଯିବ ଗଙ୍ଗା
ଗରିବ ମରିବ ଯେବେ ଡାକି ଡାକି ବାବା
ଏ ଗରିବର ଲୁହ ବାବା
ମହଙ୍ଗା ମହଙ୍ଗା ମହଙ୍ଗା ମହଙ୍ଗା
ଥରିବ କୈଳାସ ଗିରି ଶୁଖି ଯିବ ଗଙ୍ଗା
ଶୁଖି ଯିବ ଗଙ୍ଗା



ତୁମେ ପରା ଆଶୁତୋଷ
ତୁମେ ପରା ଭକ୍ତ ପ୍ରିୟ
ତୁମ ଦ୍ୱାରେ ଯେବେ ଝରେ
ଗରିବର ଶେଷ ଲୁହ
ତୁମେ ପରା ଆଶୁତୋଷ
ତୁମେ ପରା ଭକ୍ତ ପ୍ରିୟ
ତୁମ ଦ୍ୱାରେ ଯେବେ ଝରେ 
ଗରିବର ଶେଷ ଲୁହ
ସେଇ ଲୁହ ଗଙ୍ଗା
ସେ ଯେ ଅଭିମାନୀ ରଙ୍ଗା
ସେ ଲୁହଠାରୁ ଲହୁଠାରୁ
ମହଙ୍ଗା ମହଙ୍ଗା ମହଙ୍ଗା ମହଙ୍ଗା
ଥରିବ କୈଳାସ ଗିରି ଶୁଖି ଯିବ ଗଙ୍ଗା
ଶୁଖି ଯିବ ଗଙ୍ଗା



ସହି ଯାଉଥିବା ଲୋକ
ପ୍ରତିବାଦ ଯେବେ କରେ
ଲୁହ ବଦଳରେ ତାର
ନୟନରୁ ନିଆଁ ଝରେ
ସହି ଯାଉଥିବା ଲୋକ
ପ୍ରତିବାଦ ଯେବେ କରେ
ଲୁହ ବଦଳରେ ତାର
ନୟନରୁ ନିଆଁ ଝରେ
କୋପେ ଦିଅ ବର
ତୁମେ ତପେ ଦିଅ ବର
ସେ କୋପ ତପ ତୁମ ପାଇଁ
ମହଙ୍ଗା ମହଙ୍ଗା ମହଙ୍ଗା ମହଙ୍ଗା
ଥରିବ କୈଳାସ ଗିରି ଶୁଖି ଯିବ ଗଙ୍ଗା
ଗରିବ ମରିବ ଯେବେ ଡାକି ଡାକି ବାବା

ଥରିବ କୈଳାସ ଗିରି ଶୁଖି ଯିବ ଗଙ୍ଗା
ଗରିବ ମରିବ ଯେବେ ଡାକି ଡାକି ବାବା
ଏ ଗରିବର ଲୁହ ବାବା
ମହଙ୍ଗା ମହଙ୍ଗା ମହଙ୍ଗା ମହଙ୍ଗା
ଥରିବ କୈଳାସ ଗିରି ଶୁଖି ଯିବ ଗଙ୍ଗା
ଶୁଖି ଯିବ ଗଙ୍ଗା ଶୁଖି ଯିବ ଗଙ୍ଗା
ଶୁଖି ଯିବ ଗଙ୍ଗା ଶୁଖି ଯିବ ଗଙ୍ଗା



Thariba Kailasa Giri Odia Song Lyrics In Odia Font



Thank You

Comments